ଲକ୍ ଡାଉନ ସମୟରେ ପୁରୁଣା ବସ୍ଷ୍ଟାଣ୍ଡ୍ ବିଦେଶୀ ମଦ ଦୋକାନରୁ ନିଜ ଗାଡ଼ିରେ ମଦ ପେଟି ବୋହୁଛନ୍ତି...

ପୁରୁଣା ବସ୍ଷ୍ଟାଣ୍ଡ୍ ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନରୁ ବୁଧବାର ଲକ୍ ଡାଉନ ସମୟରେ ଅବକାରୀ ବିଭାଗର କିଛି କର୍ମଚାରୀ ନିଜ ଗାଡ଼ିରେ କିଛି ମଦ ପେଟି ବୋହୁଥିବା ଭିଡିଓ ଭାଇରାଲ...

ବୈଦ୍ୟନାଥପୁର ଥାନା ଲାଂଜିପଲ୍ଲୀ ଚାଣକ୍ୟ ନଗର ଜୈନେକ ବ୍ୟକ୍ତିଙ୍କ ବାସଭବନରୁ ବିଳମ୍ବିତ ରାତ୍ରିରେ ଚୋରୀ, ପୋଲିସ ତଦନ୍ତ ଜାରି...

ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଂଜିପଲ୍ଲୀ ଚାଣକ୍ୟ ନଗର ନିବାସୀ ଗୌରୀ ପ୍ରସାଦ ଡାକୁଆଙ୍କ ବାସଭବନରୁ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଚୋରୀ ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି । ଗୌରୀ ପ୍ରସାଦଙ୍କ ପରିବାର ନିଜ...

ଵ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗେଟବଜ଼ାର ଧୋବାସହି ଠାରେ ଚାଲୁଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି ପୋଲିସ...

ଵ୍ରହ୍ମପୁର ପୁଲିସ ପକ୍ଷରୁ ଏଭଳି ଜୁଆ ଖେଳ ଉପରେ ତୀକ୍ଷନ ନଜ଼ର ରହିଥିବା ବେଳେ ଆଜି ପୁଣି ଗେଟ ବଜ଼ାର ଅଞ୍ଚଳରେ ଚାଲିଥିବା ଜୁଆ ଆଡ୍ଡା ଖବର ପାଇ ପୋଲିସ ଚଢ଼ାଉ କରିଥିଲା।...

ଗିରିସୋଲାରେ ଚାଲିଥିବା ବଡ଼ଧରଣର ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ, ୪ଜଣ ଜୁଆଡ଼ି ଗିରଫ, ୫ଲକ୍ଷ ୫୦ହଜାର ଟଙ୍କା...

ଗୋଳନ୍ଥରା ଥାନା ଅଧିନ ଗିରିସୋଲାରେ ଚାଲିଥିବା ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଛି । ସେଠାରୁ ପୋଲିସ ୫ଲକ୍ଷ ୫୦ହଜାର ଟଙ୍କା ଜବତ କରିବା ସହ ୪ଜଣ ଜୁଆଡ଼ିଙ୍କୁ...

ଖାସ୍ପାସାହି ଚୈତନ୍ୟ ମନ୍ଦିର ରାଧାକୃଷ୍ଣ ମଠ ପରିସରରୁ ୨ଶହ ବର୍ଷରୁ ଉଦ୍ଧ୍ୱର୍ ପୁରାତନ ରାଧାକୃଷ୍ଣ ମୂର୍ତ୍ତି ସମେତ ଅନ୍ୟାନ୍ୟ...

ଖାସ୍ପାସାହିସ୍ଥିତ ଚୈତନ୍ୟ ମନ୍ଦିର ରାଧାକୃଷ୍ଣ ମଠ ପରିସରରୁ ୨ଶହ ବର୍ଷରୁ ଉଦ୍ଧ୍ୱର୍ ପୁରାତନ ରାଧାକୃଷ୍ଣ ମୂର୍ତ୍ତି ସମେତ ଅନ୍ୟାନ୍ୟ ମୂଲ୍ୟବାନ ମୂର୍ତ୍ତି ଓ ସାମଗ୍ରୀ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଏହାକୁ...

୭କେଜି ଓଜନର ରୂପା ଅଳଂକାର ଚୋରୀ ଅଭିଯୋଗରେ ବଡ଼ବଜାର ଥାନା ପୋଲିସ ପକ୍ଷରୁ ୩ଜଣ ଗିରଫ,...

୭କେଜି ଓଜନର ରୂପା ଅଳଂକାର ଚୋରୀ କରିବା ଅଭିଯୋଗରେ ବଡ଼ବଜାର ଥାନା ପୋଲିସ ପକ୍ଷରୁ ୩ଜଣଙ୍କୁ ଗିରଫ କରାଯାଇ ଶନିବାର କୋର୍ଟ ଚାଲାଣ କରାଯାଇଛି । ମାଲାସାନିପେଟାସ୍ଥିତ ଏମ୍.ଉମାପତି ଆଚାରୀଙ୍କ ଶ୍ରୀ...

ଗୋଦାବରୀଶ ନଗର ଯୁବକଙ୍କୁ ଅପହରଣ ଅଭିଯୋଗରେ ବୈଦ୍ୟନାଥପୁର ଥାନା ପୋଲିସ ପକ୍ଷରୁ ୨ ଜଣ ଗିରଫ ।

ଗୋଦାବରୀଶ ନଗର ନିବାସୀ ୨୬ ବର୍ଷୀୟ ସୁବାସିଷ ପାତ୍ରଙ୍କୁ ଅପହରଣ କରିବା ଅଭିଯୋଗରେ ବୈଦ୍ୟନାଥପୁର ଥାନା ପୋଲିସ ପକ୍ଷରୁ ପୋଲସରା ନିବାସୀ ତଥା ବ୍ରହ୍ମପୁର ଲକ୍ଷ୍ମୀ ନୃସିଂହ ନଗର ସପ୍ତମ ଲାଇନରେ ରହୁଥିବା...

ଆୟ ବହିର୍ଭୁତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତରଫରୁ ବ୍ରହ୍ମପୁର ସର୍କଲ ପୁର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ...

ଆୟ ବହିର୍ଭୁତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତରଫରୁ ବ୍ରହ୍ମପୁର ସର୍କଲ ପୁର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ବିନୋଦ କୁମାର ପାଢ଼ୀଙ୍କୁ ଗିରଫ କରାଯାଇଛି । ଇଂ.ପାଢ଼ୀଙ୍କ ନାମରେ ୩କୋଟି...

କରୋନା କଟକଣା ସମୟରେ ମଦ ବିକ୍ର. ଇଂଜିନିୟରିଂ ସ୍କୁଲ ଛକ ଓ ଜୟପ୍ରକାଶ ନଗର ଛକରୁ ବହୁ ପରିମାଣର...

କରୋନା କଟକଣା ସମୟରେ ମଦ ବିକ୍ରି ବନ୍ଦ ରହିଥିବାବେଳେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଇଂଜିନିୟରିଂ ସ୍କୁଲ ଛକ ଓ ଜୟପ୍ରକାଶ ନଗର ଛକଠାରେ ବେଆଇନ ମଦ କାରବାର ହେଉଥିବା ଅଭିଯୋଗ ପାଇ ଏସ୍ପି...

ଗୋସାଇଁନୁଆଗାଁ ସଦାନନ୍ଦ ବିହାର ସପ୍ତମ ଗଳିରେ ଘରେ କେହି ନଥିବାବେଳେ ତାଲା ଭାଂଗି ଚୋରୀ ।

ଗୋସାଇଁନୁଆଗାଁ ଥାନା ଅନ୍ତର୍ଗତ ସଦାନନ୍ଦ ବିହାର ସପ୍ତମ ଗଳିରେ ଶନିବାର ବିଳମ୍ବିତ ରାତିରେ ଏକ ଘରୁ କେହି ନଥିବାବେଳେ ତାଲା ଭାଂଗି ଚୋରୀ ହୋଇଛି । ଏଥିନେଇ ଘରଲୋକ ଜାଣିବା ପରେ ଗୋସାଇଁନୁଆଗାଁ...