Home Bam Crime ଖାସ୍ପାସାହି ଚୈତନ୍ୟ ମନ୍ଦିର ରାଧାକୃଷ୍ଣ ମଠ ପରିସରରୁ ୨ଶହ ବର୍ଷରୁ ଉଦ୍ଧ୍ୱର୍ ପୁରାତନ ରାଧାକୃଷ୍ଣ ମୂର୍ତ୍ତି...

ଖାସ୍ପାସାହି ଚୈତନ୍ୟ ମନ୍ଦିର ରାଧାକୃଷ୍ଣ ମଠ ପରିସରରୁ ୨ଶହ ବର୍ଷରୁ ଉଦ୍ଧ୍ୱର୍ ପୁରାତନ ରାଧାକୃଷ୍ଣ ମୂର୍ତ୍ତି ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରୀ

YouTube video

ଖାସ୍ପାସାହିସ୍ଥିତ ଚୈତନ୍ୟ ମନ୍ଦିର ରାଧାକୃଷ୍ଣ ମଠ ପରିସରରୁ ୨ଶହ ବର୍ଷରୁ ଉଦ୍ଧ୍ୱର୍ ପୁରାତନ ରାଧାକୃଷ୍ଣ ମୂର୍ତ୍ତି ସମେତ ଅନ୍ୟାନ୍ୟ ମୂଲ୍ୟବାନ ମୂର୍ତ୍ତି ଓ ସାମଗ୍ରୀ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ଅସଂତୋଷ ପ୍ରକାଶ ପାଇଥିଲା । ଏହି ଘଟଣାରେ ଦେବୋତ୍ତର ବିଭାଗ ହସ୍ତକ୍ଷେପ କରିବାପାଇଁ ଦାବି ହୋଇଥିଲା । ଏହି ଘଟଣାର ତୁରନ୍ତ ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଚୋରୀ ସାମଗ୍ରୀ ଓ ମୂର୍ତ୍ତିକୁ ଉଦ୍ଧାର କରିବାକୁ ବଜରଂଗ ଦଳ ପକ୍ଷରୁ ଦାବି ହୋଇଥିଲା ।