Home Bam Crime ବଡ଼ ବଜାର ଥାନା ପୋଲିସ ପକ୍ଷରୁ କରୋନା ଭୁତାଣୁ କଟକଣା ସମୟରେ ବେଆଇନ ମଦ କାରବାର...

ବଡ଼ ବଜାର ଥାନା ପୋଲିସ ପକ୍ଷରୁ କରୋନା ଭୁତାଣୁ କଟକଣା ସମୟରେ ବେଆଇନ ମଦ କାରବାର କରିବା ଅଭିଯୋଗରେ ପୋଲିସ ପକ୍ଷରୁ ୨ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ୪କାର୍ଟୁନ ମଦ ବୋତଲ ଜବତ ।

YouTube video

ବଡ଼ ବଜାର ଥାନା ପୋଲିସ ପକ୍ଷରୁ କରୋନା ଭୁତାଣୁ କଟକଣା ସମୟରେ ବେଆଇନ ମଦ କାରବାର କରିବା ଅଭିଯୋଗରେ ପୋଲିସ ପକ୍ଷରୁ ୨ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ୪କାର୍ଟୁନ ମଦ ବୋତଲ ଜବତ କରାଯାଇଛି । ଗିରଫ ମାନଙ୍କ ମଧ୍ୟରେ ନିଳାଦ୍ରି ବିହାର ଚତୁର୍ଥ ଲାଇନ ନିବାସୀ ଅଭିନାଶ କୁମାର ପାତ୍ର ଏବଂ ଗଣପତି ନଗର ଚତୁର୍ଥ ଲାଇନ ନିବାସୀ ଗଗନ ବିହାରୀ ସାହୁ ରହିଥିବା ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତି ସୁଚନା ଦେଇଛନ୍ତି ।