ବ୍ରହ୍ମପୁର ଠାରେ ବିମାନ ବନ୍ଦର ପ୍ରତିଷ୍ଠା ଦାବିରେ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ର ଖଲିକୋଟ କଲେଜ ସମ୍ମୁଖରେ ଏକ ପଥପ୍ରାନ୍ତ ସଭା ସହ...

ଶନିବାର ଦିନ ୭ ଘଣ୍ଟା ସମୟରେ ବ୍ରହ୍ମପୁର ଠାରେ ବିମାନ ବନ୍ଦର ପ୍ରତିଷ୍ଠା ଦାବିରେ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ସହ ଅନ୍ୟ ସାମାଜିକ ସଂଗଠନ ର ମିଳିତ ଆନୁକୂଲ୍ୟରେ ଖଲିକୋଟ କଲେଜ ସମ୍ମୁଖରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଅଛି। କେନ୍ଦ୍ର ସରକାର କ଼ଂ ସହମତି ଥିବା...

ଗୋପାଳପୁର ନିର୍ବାଚନ ମଣ୍ଡଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଗ୍ରହ ହେଲା ୧୫୦ ୟୁନିଟ ରକ୍ତ ।

ଗୋପାଳପୁର ନିର୍ବାଚନ ମଣ୍ଡଳୀ  ଅନ୍ତର୍ଗତ ରାଳବ ଠାରେ ଥିବା ସଂକଳ୍ପ ସ୍କୁଲ ଠାରେ ଜୀବନ ବିନ୍ଦୁ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଧେସ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ର ଚେୟାରମ୍ୟାନ ଡା. ରମେଶ ଚନ୍ଦ୍ରଚ୍ୟାଉପଟ୍ଟନାୟକ ଉଦ୍ଘାଟନ...

ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ୍ ଦଳର ପ୍ରଶିକ୍ଷଣ ଶିବିର ।

ବ୍ରହ୍ମପୁର ସ୍ଥିତ ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳ ପଡ଼ିଆରେ ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ୍ ସଂଗଠନ ପକ୍ଷରୁ ଜିଲ୍ଲାର ବିଭିନ୍ନ ବର୍ଗ ତଥା ସିନିୟର, ଜୁନିୟର ଓ ସବ-ଜୁନିୟର ବିଭାଗର ପ୍ରାୟ ୬୦ ଜଣ ବାଳକ ଓ ବାଳିକାଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି ।...

ବିଶ୍ଵ ପରିବାର ଦିବସ ଅବସରରେ ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ଶ୍ରୀ ସୁବାଷ ଚନ୍ଦ୍ର ମହାରଣାଙ୍କ ଗଛ ରୋପଣ କରାଯାଇଥିଲା...

ବ୍ରହ୍ମପୁର ମେଡିକାଲ ପଡିଆ ପଶ୍ଚିମ ପଟରେ ବିଶ୍ଵ ପରିବାର ଦିବସ ଅବସରରେ ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ଶ୍ରୀ ସୁବାଷ ଚନ୍ଦ୍ର ମହାରଣାଙ୍କ ନେତୃତ୍ବରେ ନିମଗଛ ୩୦୦, କୋନା କାର୍ପସ୍ ୧୦୦, ଓ ଛତିଆନ୍ ଗଛ ୧୦୦ ମୋଟ ୫୦୦ ଗଛ ରୋପଣ କରାଯାଇଥିଲା । ମୂଖ୍ୟ ଅତିଥି...

କରୋନା କଟକଣା ପାଇଁ ଜାତୀୟ ରାଜପଥ ଦେଇ ଯାଉଥିବା ୪୮ଜଣଙ୍କୁ ଗାଡ଼ି ବ୍ୟବସ୍ଥା କରି ନିଜ ଅଂଚଳକୁ...

କରୋନା କଟକଣା ପାଇଁ ଜାତୀୟ ରାଜପଥ ଦେଇ ଯାଉଥିବା ୪୮ଜଣଙ୍କୁ ୱାଇଏସ୍ଡି, ଅରୁଣା, ଇସାରା ଅନୁଷ୍ଠାନର ସହଯୋଗରେ ଗାଡ଼ି ବ୍ୟବସ୍ଥା କରାଯାଇ ସେମାନଙ୍କୁ ନିଜ ଅଂଚଳକୁ ପଠାଯାଇଛି । ଜିଲ୍ଲା ପ୍ରଶାସନର ସହଯୋଗରେ ଏହି ଚାଲି ଚାଲି ଯାଉଥିବା ଅସହାୟ ପରିବାରଙ୍କୁ ସେମାନଙ୍କ ଘରକୁ ପହଂଚାଇବାର ବ୍ୟବସ୍ଥା...

ସଂଗରୋଧ କେନ୍ଦ୍ରରେ ମହିଳାଙ୍କ ପୁତ୍ର ସନ୍ତାନ ଜନ୍ମ ଓ ଟାଟା କୋଭିଦ ହସ୍ପିଟାଲରେ ଚିକିତ୍ସିତ ମହିଳାଙ୍କ ବଡ଼...

ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ମର୍ଦ୍ଧକୋଟ ହରିହର ଉଚ୍ଚ ବିଦ୍ୟାଳୟସ୍ଥିତ ସଂଗରୋଧ କେନ୍ଦ୍ରରେ ମଂଗଳବାର ସଂତୋଷିନି ପ୍ରଧାନ ନାମ୍ନୀ ଜନୈକା ମହିଳା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ତାଙ୍କ ସ୍ୱାମୀଙ୍କ ନାମ ଡ୍ରାଇଭର ପ୍ରଧାନ ଓ ଗ୍ରାମ ଗୁଡ଼ିଆଳି । ପ୍ରସବ ସମୟରେ ଡାକ୍ତର ସଂଜୟ...

କରୋନା ମହାମାରୀ ପାଇଁ ବ୍ରହ୍ମପୁର ଅଗ୍ନିଶମ ବିଭାଗ ତରଫରୁ ମହାନଗରର ବିଭିନ୍ନ ମୁଖ୍ୟରାସ୍ତା ସମେତ ଅନ୍ୟାନ୍ୟ ଅନୁଷ୍ଠାନରେ ...

କରୋନା ମହାମାରୀ ପାଇଁ ବ୍ରହ୍ମପୁର ଅଗ୍ନିଶମ ବିଭାଗ ତରଫରୁ ମହାନଗରର ବିଭିନ୍ନ ମୁଖ୍ୟରାସ୍ତା ସମେତ ଅନ୍ୟାନ୍ୟ ଅନୁଷ୍ଠାନରେ ବିଶୋଧନ ସିଂଚନ କରାଯାଉଛି । ଅଗ୍ନିଶମ ବିଭାଗର ସହକାରୀ ଅଧିକାରୀ ସନାତନ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏପରି ସିଂଚନ କାର୍ଯ୍ୟକ୍ରମ ଜାରି ରହିଛି ।

ବ୍ରହ୍ମପୁରରେ କରୋନା କଟକଣା ପାଇଁ ଦୋକାନ ଖୋଲିବା ସମୟ ପରିବର୍ତ୍ତନ, ଅତ୍ୟାବଶ୍ୟକୀୟ ସାମଗ୍ରୀ ସକାଳ ୭ଟାରୁ ସଂଧ୍ୟା...

ବ୍ରହ୍ମପୁରରେ କରୋନା କଟକଣା ପାଇଁ ଦୋକାନ ଖୋଲିବା ସମୟ ପରିବର୍ତ୍ତନ କରାଯାଇଛି । ଗଂଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ଜନଗହଳିକୁ ଦୃଷ୍ଟିରେ ରଖି ଏପରି ସମୟ ପରିବର୍ତ୍ତନ କରାଯାଇଥିବା ମହାନଗର ନିଗମ ପକ୍ଷରୁ ସୁଚନା ଦିଆଯାଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ସକାଳ...

କୋଭିଦ ହସ୍ପିଟାଲ୍ରେ ଚିକିତ୍ସିତ ୨ଜଣ କରୋନା ଆକ୍ରାନ୍ତ ସୁସ୍ଥ, ଗଂଜାମରେ ଗୋଟିଏ ଦିନରେ ୫୨ଜଣ ପଜିଟିଭ ଚିହ୍ନଟ,...

ଗଂଜାମ ଜିଲ୍ଲାରେ ପ୍ରତିଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ବୁଧବାର ଟାଟା କୋଭିଦ ହସ୍ପିଟାଲ୍ରେ ଚିକିତ୍ସିତ ହୋଇଥିବା ୨ଜଣ କରୋନା ପଜିଟିଭ ସୁସ୍ଥ ହୋଇଛନ୍ତି । ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ଏହି ଅବସରରେ ଉପସ୍ଥିତ ରହି ସୁସ୍ଥ ହୋଇଥିବା ୨ ପଜିଟିଭଙ୍କୁ ଶୁଭେଛା ଜଣାଇଥିଲେ...

ବ୍ରହ୍ମପୁର ବଡ଼ ଡାକ୍ତରକାନା ପରିସରସ୍ଥିତ ସେବିକା ବିଦ୍ୟାଳୟରେ ଆନ୍ତର୍ଜାତୀୟ ସେବିକା ଦିବସ ନିରାଡ଼ମ୍ବରଭାବେ ପାଳିତ ।

ମଂଗଳବାର ବ୍ରହ୍ମପୁର ବଡ଼ ଡାକ୍ତରକାନା ପରିସରସ୍ଥିତ ସେବିକା ବିଦ୍ୟାଳୟରେ ଆନ୍ତର୍ଜାତୀୟ ସେବିକା ଦିବସ ନିରାଡ଼ମ୍ବରଭାବେ ପାଳିତ ହୋଇଯାଇଛି । ଏଠାରେ ପ୍ରତିÂାତ୍ରୀ ଫ୍ଲୋରେନ୍ସ ନାଇଟିଂଗଲ୍ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଥିଲା । ଏହି ଅବସରରେ ଅଧ୍ୟକ୍ଷା ପ୍ରତିଭା ନାୟକ ଓ ଉପଦେଷ୍ଟା...