ମାଟ୍ରିକ୍ ପରୀକ୍ଷା ପରିଚାଳନାରେ ତୃଟି ସଂଶୋଧନ ଦାବିରେ ଅଲ୍ ଇଣ୍ଡିଆ ଡିଏସ୍ଓ ତରଫରୁ ଆମ୍ବପୁଆ ବୋର୍ଡ ଅଫିସ ସମ୍ମୁଖରେ...

ବ୍ରହ୍ମପୁର : ମାଟ୍ରିକ୍ ପରୀକ୍ଷା ପରିଚାଳନାରେ ତୃଟିକୁ ସଂଶୋଧନ କରିବା ଦାବିନେଇ ଗୁରୁବାର ଅଲ୍ ଇଣ୍ଡିଆ ଡିଏସ୍ଓ ତରଫରୁ ଆମ୍ବପୁଆସ୍ଥିତ ବୋର୍ଡ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ମାଟ୍ରିକ୍ ପରୀକ୍ଷା ପୂର୍ବରୁ କୌଣସି ସୁଚନା ନଥାଇ ପରୀକ୍ଷାର ନିର୍ଦ୍ଧାରିତ ୨ଘଣ୍ଟା ୩୦ ମିନିଟ୍ ସମୟକୁ...

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଆରମ୍ଭ, କପି ରୋକିବା ଓ ଶାନ୍ତି ଶୃଙ୍ଖଳା ପାଇଁ...

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି । ଏହି ପରୀକ୍ଷା ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ରାଜ୍ୟରେ ମୋଟ ୫ଲକ୍ଷ ୬୦ହଜାର ୯୦୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବାବେଳେ ସେମାନଙ୍କ ପାଇଁ ମୋଟ ୨ହଜାର ୮୮୮ଟି...

ଏନ୍ଆର୍ଟିଏସ୍ ପରୀକ୍ଷାରେ ନୀଳକଂଠନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀଙ୍କ ଅଦ୍ଭୁତପୂର୍ବ ସଫଳତା ।

୨୦୧୯ ଶିକ୍ଷା ବର୍ଷର ପ୍ରକାଶିତ ଏନ୍ଆର୍ଟିଏସ୍ ପରୀକ୍ଷାରେ ନୀଳକଂଠନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛନ୍ତି । ରଂଗେଇଲୁଣ୍ଡା ବ୍ଲକ୍ ଓ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଜାତୀୟ ଗ୍ରାମାଂଚଳ ମେଧା...

ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କଲେ 5ଟି ସଚିବ

ବ୍ରହ୍ମପୁର: ଆଜି 5ଟି ସଚିବ ଭି.କେ ପଣ୍ଡିଆନ ସକାଳ ସମୟରେ ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ ପ୍ରସିଦ୍ଧ ତାରାତାରିଣୀ ପୀଠ ପରିଦର୍ଶନ କରି ମନ୍ଦିରର ଉନ୍ନୟନ କାମ ସଂପର୍କରେ ସମୀକ୍ଷା କରିଛନ୍ତି । ଏହାପରେ ପୁରୁଷୋତ୍ତମପୁର ଏବଂ ହିଞ୍ଜିଳିକାଟୁ ବ୍ଲକର ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି 5T ସଚିବ...

ବ୍ରହ୍ମପୁର ସିଟି ସେଣ୍ଟର ଚିନ୍ମୟ ମିଶନ ଶାଖା ତରଫରୁ ଚିନ୍ମୟ ଗୀତା ଜ୍ଞାନୋତ୍ସବ ଓ ବୃହତ୍ତ ନୈତିକ ଯୁବ...

ଗୋସାଇଁନୁଆଗାଁ କେସି ହାଇସ୍କୁଲ ଖେଳ ପଡ଼ିଆରେ ମଂଗଳବାରଠାରୁ ବ୍ରହ୍ମପୁର ସିଟି ସେଣ୍ଟର ଚିନ୍ମୟ ମିଶନ ଶାଖା ତରଫରୁ ଚିନ୍ମୟ ଗୀତା ଜ୍ଞାନୋତ୍ସବ ଓ ବୃହତ୍ତ ନୈତିକ ଯୁବ ଶିକ୍ଷା ସମ୍ମିଳନୀ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଉଦ୍ଘାଟକରୂପେ ରାଜ୍ୟପାଳ ପ୍ରଫେସର ଡକ୍ଟର ଗଣେଷୀଲାଲ ଯୋଗଦେଇ ଏହି...

ଅକ୍ସଫୋର୍ଡ ପବ୍ଲିକ୍ ସ୍କୁଲର ଏକାଦଶତମ ବାର୍ଷିକ ଉତ୍ସବରେ ଯୋଗଦେଲେ ମହାମହିମ ରାଜ୍ୟପାଳ, ଛାତ୍ରଛାତ୍ରୀଙ୍କୁ ଆଜିର ଯୁଗରେ ଶିକ୍ଷାର...

ଲାଂଜିପଲ୍ଲୀ ବାଇପାସ ନିକଟସ୍ଥ ଶ୍ରୀ ଗୁରୁଜୀ ବିହାରଠାରେ ଥିବା ଅକ୍ସଫୋର୍ଡ ପବ୍ଲିକ୍ ସ୍କୁଲର ଏକାଦଶତମ ବାର୍ଷିକ ଉତ୍ସବ ମଂଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିରୂପେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଯୋଗଦେଇ ଉତ୍ସବର ଶୁଭାରମ୍ଭ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଆଜିର ଯୁଗରେ...

ଆନ୍ଧ୍ର ପ୍ରଦେଶ ସରକାର ମାତୃଭାଷା ତେଲୁଗୁକୁ ମାନ୍ୟତା ହ୍ରାସ କରିଥିବାରୁ ତେଲୁଗୁ ଭାଷା କୁ ରକ୍ଷା କରିବା ପାଇଁ...

ଗିରି ମାର୍କେଟ ସ୍ଥିତ ପ୍ରକଶମ଼୍ ହଲ୍ ପାଠାଗାର ଗୃହରେ ମହାତ୍ମା ହେଲ୍ ପିଙ୍ଗ୍ କ୍ଲବ ସଂଯୋଜକ ଏମ୍ ଭେଙ୍କଟ ରାମାଣାଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆନ୍ଧ୍ର ପ୍ରଦେଶ ସରକାର ମାତୃଭାଷା ତେଲୁଗୁକୁ ଗୁରୁତ୍ବ ନ ଦେଇ ଇଂରାଜୀ ଭାଷାକୁ ପ୍ରଥମ ଭାଷା ରୂପେ...

ଗଞ୍ଜାମ ଜିଲ୍ଲା ପୁସ୍ତକ ମେଳା କମିଟି ପକ୍ଷରୁ ଖଲ୍ଲିକୋଟ ଖେଳ ପଡ଼ିଆ ପରିସରରେ ଉଦଘାଟନ ହେଲା ମହାନଗର ପୁସ୍ତକ...

ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗଞ୍ଜାମ ଜିଲ୍ଲା ପୁସ୍ତକ ମେଳା କମିଟି ପକ୍ଷରୁ ଖଲ୍ଲିକୋଟ ଖେଳ ପଡ଼ିଆ ପରିସରରେ ଆରମ୍ଭ ହେଲା ମହାନଗର ପୁସ୍ତକ ମେଳା। ଉଦଘାଟନୀ ଉତ୍ସବ ରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗ ଦେଇ ପୁସ୍ତକ ମେଳା ର ଉଦଘାଟନ...