ଓଡ଼ିଶା ଭାରୋତ୍ତଳନ ସଂଘ ତରଫରୁ ଓଡ଼ିଶା ଭାରୋତ୍ତଳନ ଚମ୍ପିଆନ୍ସିପ ଶନିବାରଠାରୁ ବ୍ରହ୍ମପୁରରେ ଆରମ୍ଭ

ସୁବୁଦ୍ଧିବେଢ଼ା କଲ୍ୟାଣ ମଣ୍ଡପଠାରେ ଓଡ଼ିଶା ଭାରୋତ୍ତଳନ ସଂଘ ତରଫରୁ ଓଡ଼ିଶା ଭାରୋତ୍ତଳନ ଚମ୍ପିଆନ୍ସିପ ଶନିବାରଠାରୁ ଆରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟ ଅତିଥିରୂପେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗଦେଇ ଚମ୍ପିଆନ୍ସିପ୍ର ଶୁଭାରମ୍ଭ କରିଥିଲେ । ସମ୍ମାନୀତ ଅତିଥିଭାବେ ଜିଲ୍ଲା କ୍ରୀଡ଼ାଧିକାରୀ ପ୍ରଶାନ୍ତ ସାହୁ ଯୋଗଦେଇଥିଲେ...

ବିଜୁ ପଟନାୟକ କ୍ରୀଡ଼ା, ସହାସିକତା ଓ ସମାଜସେବା ପୁରସ୍କାର – ୨୦୧୮ ଅବସରରେ ବ୍ରହ୍ମପୁର କ୍ରୀଡ଼ା ଛାତ୍ରାବାସର ଖ୍ୟାତନାମା...

ଭୂବନେଶ୍ୱର ଜୟଦେବ ଭବନଠାରେ ବିଜୁ ପଟନାୟକ କ୍ରୀଡ଼ା, ସହାସିକତା ଓ ସମାଜସେବା ପୁରସ୍କାର - ୨୦୧୮ ଅବସରରେ ବ୍ରହ୍ମପୁର କ୍ରୀଡ଼ା ଛାତ୍ରାବାସର ଖ୍ୟାତନାମା ଭାରୋତ୍ତଳନକାରୀ ଭକ୍ତରାମ ଦେସ୍ତିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଦ୍ୱାରା ସମ୍ବର୍ନ୍ଧିତ କରାଯାଇଥିଲା । ଏହି ଅବସରରେ ଦେସ୍ତିଙ୍କୁ ୧ଲକ୍ଷ ୭୩ହଜାର ଟଙ୍କା ସହାୟତା...