
ଆୟ ବହିର୍ଭୁତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତରଫରୁ ବ୍ରହ୍ମପୁର ସର୍କଲ ପୁର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ବିନୋଦ କୁମାର ପାଢ଼ୀଙ୍କୁ ଗିରଫ କରାଯାଇଛି । ଇଂ.ପାଢ଼ୀଙ୍କ ନାମରେ ୩କୋଟି ୮୭ଲକ୍ଷ ୪୬ହଜାର ୯୮୯ ଟଙ୍କାର ଆୟ ବହିର୍ଭୁତ୍ତ ସମ୍ପତ୍ତି ରହିଥିବା ନେଇ ଭିଜିଲାନ୍ସ ଏସ୍ପି ମାୟଧର ସ୍ୱାଇଁ ସୁଚନା ଦେଇଛନ୍ତି ।






