Home Bam Crime ଵ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗେଟବଜ଼ାର ଧୋବାସହି ଠାରେ ଚାଲୁଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ...

ଵ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗେଟବଜ଼ାର ଧୋବାସହି ଠାରେ ଚାଲୁଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି ପୋଲିସ ।

ଵ୍ରହ୍ମପୁର ପୁଲିସ ପକ୍ଷରୁ ଏଭଳି ଜୁଆ ଖେଳ ଉପରେ ତୀକ୍ଷନ ନଜ଼ର ରହିଥିବା ବେଳେ ଆଜି ପୁଣି ଗେଟ ବଜ଼ାର ଅଞ୍ଚଳରେ ଚାଲିଥିବା ଜୁଆ ଆଡ୍ଡା ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ଏହି ସଂକ୍ରାନ୍ତରେ ପୋଲିସ 10ଜଣଙ୍କୁ ଗିରଫ କରିବା ସହ ଏକ ଲକ୍ଷ ତିରିଶି ହଜ଼ାର ଟଙ୍କା ଜବତ କରିଥିବା ଟାଉନ ଏସ ଡି ପି ଓ ଵିଷ୍ଣୁ ପ୍ରସାଦ ପତି ସୂଚନା ଦେଇଛନ୍ତି ।