“ଅଗ୍ନିବୀର” ର ପ୍ରଥମ ବ୍ୟାଚ ସେନାରେ ସାମିଲ

ଭାରତୀୟ ବାୟସେନାର ପ୍ରଥମ ବ୍ୟାଚ ର ଅଗ୍ନିବୀର ମାନେ ଆଜି ଗୋପାଳପୁର ମିଲିଟାରୀ ଷ୍ଟେସନ ରେ ଭାରତୀୟ ସେନାରେ ସାମିଲ ହେଲେ l ୦୨ ଜାନୁଆରୀ ୨୦୨୩ ରୁ ତାଲିମ ଆରମ୍ଭ କରି ୨୪ ସପ୍ତାହର ନିରନ୍ତର ତାଲିମ ଗ୍ରହଣ ପରେ ଆଜି ୧୭ ଜୁନ ରେ...

ଗଞ୍ଜାମ ଜିଲ୍ଲା ପୁଣି ଜାତୀୟ ସ୍ତରରେ ପୁରସ୍କୃତ ହେବଜଳ ଉତ୍ସ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ପ୍ରଥମ ରାଙ୍କ...

ଗତ କିଛି ଦିନ ତଳେ ଗଞ୍ଜାମ ଜିଲ୍ଲା ପୁରସ୍କାର ପାଇ ଓଡିଶା ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିବା ସ୍ଥଳେ ପୁଣି ଥରେ ଜାତୀୟ ସ୍ତରରେ ସମ୍ମାନୀତ ହେବାର ଘୋଷଣା ହୋଇଛି ।...

ଭିଜିଲାନ୍ସ ଜାଲରେ ଧରାପଡ଼ି ଗିରଫ ହେଲେ ନୟାଗଡ ପୂର୍ବତନ ଯୋଗଣ ଅଧିକାରୀ l

ଭିଜିଲାନ୍ସ ଜାଲରେ ଧରାପଡ଼ି ଗିରଫ ହେଲେ ନୟାଗଡ ପୂର୍ବତନ ଯୋଗଣ ଅଧିକାରୀ l

11 03 2023 UTv News Full Bulletin

11 03 2023 UTv News Full Bulletin #utv #utkaltv #utkaltvnews #utvbrahmapur #fullbulletin

ଜିଲ୍ଲା ସ୍ତରୀୟ ଆଇନ୍ ସଚେତନତା ଶିବିର, ମହିଳା ଓ ଶିଶୁ ସୁରକ୍ଷା ଦିଗରେ ସଠିକ୍ ସଚେତନତା ହିଁ ଏକମାତ୍ର...

ଜିଲ୍ଲା ପରିଷଦ ଗ୍ରାମ୍ୟ ଉନ୍ନୟନ ଋଷିକୂଲ୍ୟା ସମ୍ମିଳନୀ ପ୍ରକୋଷ୍ଠ ଠାରେ ଜିଲ୍ଲା ସ୍ତରୀୟ ଆଇନ୍ ସଚେତନତା ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି । ଓଡିଶା ରାଜ୍ୟ ମହିଳା କମିଶନର ଡଃ ମିନତୀ ବେହେରା ସଚେତନତା କର୍ମଶାଳାରେ ଯୋଗ ଦେଇ ନିଜ ବକ୍ତବ୍ୟରେ ଅବଗତ କରାଇଥିଲେଯେ, ପ୍ରତ୍ୟେକ...

ଗଞ୍ଜାମ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଛତ୍ରପୁର ଠାରେ ପାଳିତ ।

ଗଞ୍ଜାମ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଛତ୍ରପୁର ସ୍ଥିତ ସମଗ୍ର ଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ “ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା ଉପରେ ଏକ...

ଜିଲ୍ଲା ସ୍ତରୀୟ ବିଶ୍ବ ମିତବ୍ୟୟତା ଓ ସଞ୍ଚୟ ପକ୍ଷ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ଉତ୍ସବ ଛତ୍ରପୁର ଠାରେ...

ସ୍ତରୀୟ ବିଶ୍ବ ମିତବ୍ୟୟତା ଓ ସଞ୍ଚୟ ପକ୍ଷ ପାଳନ ଅବସରରେ ଜିଲ୍ଲା ସ୍ତରୀୟଉତ୍ସବ ଛତ୍ରପୁର ଜିଲ୍ଲା ସୂଚନୱା ଓ ଲୋକସମ୍ପର୍କ କାର୍ୟ୍ୟାଳୟ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ସ୍ତରୀୟ ଏହି ଉତ୍ସବରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ମୁଖ୍ୟ ଅତିଥି...

ଶତ୍ରୁଘନ ପାତ୍ର ବଜ୍ରପାତ ରେ ବଜ୍ରପାତ ରେ ଆହତ ଶତ୍ରୁଘନ ପାତ୍ରଙ୍କୁ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଭେଟି...

ବୁଗୁଡା ବ୍ଲକ କଞ୍ଚୁରୁ ଗ୍ରାମର ଶତ୍ରୁଘନ ପାତ୍ର ବଜ୍ରପାତ ରେ ଆହତ ହୋଇଥିବା ସହ ୭୭ ଗୋଟି ଛେଳି ବଜ୍ରପାତ ରେ ମୃତ୍ୟୁ ବରଣ କରିଛନ୍ତି। ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇ ଆର୍ଥିକ ସହାୟତା ପ୍ରଦାନ କରିବା ସହ ସରକାରୀ...

ବ୍ରହ୍ମପୁର ଠାରେ ବିମାନ ବନ୍ଦର ପ୍ରତିଷ୍ଠା ଦାବିରେ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ର ଖଲିକୋଟ କଲେଜ ସମ୍ମୁଖରେ ଏକ ପଥପ୍ରାନ୍ତ ସଭା ସହ...

ଶନିବାର ଦିନ ୭ ଘଣ୍ଟା ସମୟରେ ବ୍ରହ୍ମପୁର ଠାରେ ବିମାନ ବନ୍ଦର ପ୍ରତିଷ୍ଠା ଦାବିରେ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ସହ ଅନ୍ୟ ସାମାଜିକ ସଂଗଠନ ର ମିଳିତ ଆନୁକୂଲ୍ୟରେ ଖଲିକୋଟ କଲେଜ ସମ୍ମୁଖରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଅଛି। କେନ୍ଦ୍ର ସରକାର କ଼ଂ ସହମତି ଥିବା...

ଗୋପାଳପୁର ନିର୍ବାଚନ ମଣ୍ଡଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଗ୍ରହ ହେଲା ୧୫୦ ୟୁନିଟ ରକ୍ତ ।

ଗୋପାଳପୁର ନିର୍ବାଚନ ମଣ୍ଡଳୀ  ଅନ୍ତର୍ଗତ ରାଳବ ଠାରେ ଥିବା ସଂକଳ୍ପ ସ୍କୁଲ ଠାରେ ଜୀବନ ବିନ୍ଦୁ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଧେସ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ର ଚେୟାରମ୍ୟାନ ଡା. ରମେଶ ଚନ୍ଦ୍ରଚ୍ୟାଉପଟ୍ଟନାୟକ ଉଦ୍ଘାଟନ...