ଲୋଚାପଡ଼ା ଶକ୍ତିନଗର ଷଷ୍ଠ ଲାଇନରୁ ବଡ଼ଧରଣର ଚୋରୀ, ସଦରଥାନା ପୋଲିସ ପକ୍ଷରୁ ତଦନ୍ତ ଜାରି ।

ସଦରଥାନା ଅନ୍ତର୍ଗତ ଲୋଚାପଡ଼ା ଶକ୍ତିନଗର ଷଷ୍ଠ ଲାଇନ ନିବାସୀ ବିଷ୍ଣୁପ୍ରୀୟା ପତିଙ୍କ ବାସଭବନରୁ ଗୁରୁବାର ରାତିରେ ଏକ ବଡ଼ଧରଣର ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ନିଜର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ...

ଆଇଜି ରେଖା ଲୋହାନୀ ବିଜେଡ଼ି ନେତ୍ରୀ ମିନାକ୍ଷୀ ମିଶ୍ର ଆତ୍ମାହୁତି ଘଟଣାର ତଦନ୍ତ ।

ଆଇଜି ରେଖା ଲୋହାନୀ ବିଜେଡ଼ି ନେତ୍ରୀ ମିନାକ୍ଷୀ ମିଶ୍ର ଆତ୍ମାହୁତି ଘଟଣାର ତଦନ୍ତ କରିଛନ୍ତି । ମଂଗଳବାର ଆଇଜି ଲୋହାନୀ ଭୂବନେଶ୍ୱରରୁ ଆସି ବ୍ରହ୍ମପୁରରେ ପହଂଚିବା ପରେ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ପ୍ରାୟ...

କରୋନା ଭୁତାଣୁ ସମ୍ପର୍କରେ ଗୁଜବ ସୃଷ୍ଟି କରିବା ଅଭିଯୋଗରେ ବଡ଼ ବଜାର ଥାନା ପୋଲିସ ପକ୍ଷରୁ ୨ ଗିରଫ,...

କରୋନା ଭୁତାଣୁ ସମ୍ପର୍କରେ ଗୁଜବ ସୃଷ୍ଟି କରିବା ଅଭିଯୋଗରେ ବଡ଼ ବଜାର ଥାନା ପୋଲିସ ପକ୍ଷରୁ ୨ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ଜୌରା ସାହି ନିବାସୀ ସୁବାସ ଚନ୍ଦ୍ର ସାହୁ...

ବୈଦ୍ୟନାଥପୁର ଥାନା ଅନ୍ତର୍ଗତ କମାପଲ୍ଲୀ ଭେଣ୍ଡିଂ ଜୋନ୍ରୁ ସ୍କୁଟି ଡିକି ଭାଂଗି ୪୮ହଜାର ୨ଶହ ଟଙ୍କା ଲୁଟ୍ ,...

ବୈଦ୍ୟନାଥପୁର ଥାନା ଅନ୍ତର୍ଗତ କମାପଲ୍ଳୀ ଭେଣ୍ଡିଂ ଜୋନ ନିକଟରୁ ମଂଗଳବାର ଖୋଡ଼ାସିଂଗି ବାଂଛାନିଧି ନଗର ନିବାସୀ ସୁବାସ ଚନ୍ଦ୍ର ପଟନାୟକ ନାମକ ଜନୈକ ବ୍ୟକ୍ତିଙ୍କ ସ୍କୁଟି ଡିକିରୁ କୌଣସି ଦୁର୍ବୁତ୍ତ ୪୮ହଜାର ୨ଶହ...

ଗିରିସୋଲାରେ ଚାଲିଥିବା ବଡ଼ଧରଣର ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ, ୪ଜଣ ଜୁଆଡ଼ି ଗିରଫ, ୫ଲକ୍ଷ ୫୦ହଜାର ଟଙ୍କା...

ଗୋଳନ୍ଥରା ଥାନା ଅଧିନ ଗିରିସୋଲାରେ ଚାଲିଥିବା ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଛି । ସେଠାରୁ ପୋଲିସ ୫ଲକ୍ଷ ୫୦ହଜାର ଟଙ୍କା ଜବତ କରିବା ସହ ୪ଜଣ ଜୁଆଡ଼ିଙ୍କୁ...

ଗୋଦାବରୀଶ ନଗର ଯୁବକଙ୍କୁ ଅପହରଣ ଅଭିଯୋଗରେ ବୈଦ୍ୟନାଥପୁର ଥାନା ପୋଲିସ ପକ୍ଷରୁ ୨ ଜଣ ଗିରଫ ।

ଗୋଦାବରୀଶ ନଗର ନିବାସୀ ୨୬ ବର୍ଷୀୟ ସୁବାସିଷ ପାତ୍ରଙ୍କୁ ଅପହରଣ କରିବା ଅଭିଯୋଗରେ ବୈଦ୍ୟନାଥପୁର ଥାନା ପୋଲିସ ପକ୍ଷରୁ ପୋଲସରା ନିବାସୀ ତଥା ବ୍ରହ୍ମପୁର ଲକ୍ଷ୍ମୀ ନୃସିଂହ ନଗର ସପ୍ତମ ଲାଇନରେ ରହୁଥିବା...

ଜଗବନ୍ଧୁ ସାହିରେ ଜଣେ ଯୁବକଙ୍କୁ ଦେଶୀ ମଦ ଦୋକାନ ନିକଟରେ ମାରଣାସ୍ତ୍ର ଦ୍ୱାରା ଆକ୍ରମଣ ।

ବଡ଼ ବଜାର ଥାନା ଅନ୍ତର୍ଗତ ଜଗବନ୍ଧୁ ସାହିରେ ଜଣେ ଯୁବକଙ୍କୁ ଦେଶୀ ମଦ ଦୋକାନ ନିକଟରେ ମାରଣାସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ମାର୍ଥପେଟା ସାହିର ବାଲା...

ବ୍ରହ୍ମପୁର ରେଳ ଷ୍ଟେସନ ନିକଟସ୍ଥ ଏକ ପରିତ୍ୟକ୍ତ ଅଂଚଳରୁ ଜନୈକ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ।

ବ୍ରହ୍ମପୁର ରେଳ ଷ୍ଟେସନ ନିକଟସ୍ଥ ଏକ ପରିତ୍ୟକ୍ତ ଅଂଚଳରୁ ଜନୈକ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଗୋସାଇଁନୁଆଗାଁ ଥାନା ପୋଲିସ ଶବକୁ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ବଡ଼...

ଗୋସାଇଁନୁଆଗାଁ ସଦାନନ୍ଦ ବିହାର ସପ୍ତମ ଗଳିରେ ଘରେ କେହି ନଥିବାବେଳେ ତାଲା ଭାଂଗି ଚୋରୀ ।

ଗୋସାଇଁନୁଆଗାଁ ଥାନା ଅନ୍ତର୍ଗତ ସଦାନନ୍ଦ ବିହାର ସପ୍ତମ ଗଳିରେ ଶନିବାର ବିଳମ୍ବିତ ରାତିରେ ଏକ ଘରୁ କେହି ନଥିବାବେଳେ ତାଲା ଭାଂଗି ଚୋରୀ ହୋଇଛି । ଏଥିନେଇ ଘରଲୋକ ଜାଣିବା ପରେ ଗୋସାଇଁନୁଆଗାଁ...

ଆୟ ବହିର୍ଭୁତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତରଫରୁ ବ୍ରହ୍ମପୁର ସର୍କଲ ପୁର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ...

ଆୟ ବହିର୍ଭୁତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତରଫରୁ ବ୍ରହ୍ମପୁର ସର୍କଲ ପୁର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ବିନୋଦ କୁମାର ପାଢ଼ୀଙ୍କୁ ଗିରଫ କରାଯାଇଛି । ଇଂ.ପାଢ଼ୀଙ୍କ ନାମରେ ୩କୋଟି...