Home Bam Crime କରୋନା ଭୁତାଣୁ ସମ୍ପର୍କରେ ଗୁଜବ ସୃଷ୍ଟି କରିବା ଅଭିଯୋଗରେ ବଡ଼ ବଜାର ଥାନା ପୋଲିସ ପକ୍ଷରୁ...

କରୋନା ଭୁତାଣୁ ସମ୍ପର୍କରେ ଗୁଜବ ସୃଷ୍ଟି କରିବା ଅଭିଯୋଗରେ ବଡ଼ ବଜାର ଥାନା ପୋଲିସ ପକ୍ଷରୁ ୨ ଗିରଫ, ଗୁଜବରୁ ଦୁରେଇ ରହିବା ପାଇଁ ଆହ୍ୱାନ ।

YouTube video

କରୋନା ଭୁତାଣୁ ସମ୍ପର୍କରେ ଗୁଜବ ସୃଷ୍ଟି କରିବା ଅଭିଯୋଗରେ ବଡ଼ ବଜାର ଥାନା ପୋଲିସ ପକ୍ଷରୁ ୨ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ଜୌରା ସାହି ନିବାସୀ ସୁବାସ ଚନ୍ଦ୍ର ସାହୁ ଓ ସୁଧାକର ସାହୁ ରହିଛନ୍ତି । ସେମାନଙ୍କ ହନୁମାନ ବଜାର ନିକଟରେ ଏକ ଷ୍ଟେସନାରୀ ସପ୍ ରହିଥିବା ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଧ ଦତାତ୍ରୟ ଭାଉସାହବଙ୍କ ଠାରୁ ପ୍ରକାଶ । କୌଣସି ବ୍ୟକ୍ତି ଏପରି ଗୁଜବ ପ୍ରଚାର କଲେ ଆଇନଗତ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ଉପଜିଳ୍ଳାପଳ ଭାଉସାହେବ କହିଛନ୍ତି । ତେଣୁ ପ୍ରତ୍ୟେକ ଜନସାଧାରଣ ଗୁଜବରୁ ଦୁରେଇ ରହି କରୋନା ସମ୍ପର୍କରେ ନିଜକୁ ଏବଂ ଅନ୍ୟକୁ ସଚେତନ କରିବା ସହ ନିଜେ ମଧ୍ୟ ସଚେତନ ରହିବା ଆବଶ୍ୟକ ବୋଲି କୁହାଯାଇଛି ।