ପ୍ରତିଦିନ ବାହାର ରାଜ୍ୟରୁ ଗଂଜାମ ଫେରୁଛନ୍ତି ପ୍ରବାସୀ ଓଡ଼ିଆ, ସଂଗରୋଧ ଗୃହରେ ରହିବାକୁ ପ୍ରଶାସନ ପକ୍ଷରୁ କରାଯାଉଛି ସମସ୍ତ...

କରୋନା ଲକ୍ ଡାଉନ କଟକଣା ଯୋଗୁଁ ବହୁ ପ୍ରବାସୀ ଓଡ଼ିଆ ବିଭିନ୍ନ ରାଜ୍ୟରେ ଫଶିରହିଛନ୍ତି । ଏହି ପ୍ରବାସୀ ଓଡ଼ିଆମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ପ୍ରତିଦିନ ବାହାର ରାଜ୍ୟରୁ ପ୍ରବାସୀ ଓଡ଼ିଆମାନେ...

ଗଂଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ଜରୁରୀ ବୈଠକ, ସଂଗରୋଧ କେନ୍ଦ୍ର ନିକଟରେ...

ଗଂଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ସଂଧ୍ୟାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଆୟୋଜନ କରାଯାଇଥିଲା ।...

ନିମଖଣ୍ଡି ପ୍ରାଥମିକ ବିଦ୍ୟାଳୟରେ ସଂଗରୋଧରେ ଥିବା ପ୍ରବାସି ଓଡିଆ ପରିବେଶ ସୁରକ୍ଷା ପାଇଁ ସଫା ସୁତୁରା କରୁଛନ୍ତି ବିଦ୍ୟାଳୟ...

ସୁରାଟରୁ ଆସିଥିବା ପ୍ରବାସୀ ଓଡ଼ିଆମାନେ ନିମଖଣ୍ଡି ପ୍ରାଥମିକ ବିଦ୍ୟାଳୟରେ ସଂଗରୋଧରେ ରହିଛନ୍ତି । ତେବେ ଏହି ଯାତ୍ରୀମାନେ ସଂଗରୋଧରେ ରହିବା ସହ ବିଦ୍ୟାଳୟର ପରିବେଶର ସୁରକ୍ଷା ପାଇଁ ସଫା ସୁତୁରା କରିଛନ୍ତି ।...

ସଂଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସି ୧୪ଦିନ ଦିନ ବଦଳରେ ୨୧ ଦିନ ସଂଗରୋଧ କେନ୍ଦ୍ର ଏବଂ ୭ଦିନ ନିଜ...

ଏଣିକି ସଂଗରୋଧ କେନ୍ଦ୍ରରେ ରହୁଥିବା ଯାତ୍ରୀମାନଙ୍କୁ ୧୪ଦିନ ଦିନ ବଦଳରେ ୨୧ ଦିନ ସଂଗରୋଧ କେନ୍ଦ୍ର ଏବଂ ୭ଦିନ ନିଜ ବାସଭବନରେ ସଂଗରୋଧରେ ରହିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି...

ସୁରାଟରୁ ଫେରୁଥିବା ଯାତ୍ରୀମାନଙ୍କ ମଧ୍ୟରେ କରୋନା ପଜିଟିଭ ଚିହ୍ନଟ, ଜନସାଧାରଣ ସଂଗରୋଧ କେନ୍ଦ୍ର ନିକଟକୁ ନ ଯିବାକୁ ଜିଲ୍ଳାପାଳଙ୍କ...

ଗଂଜାମ ଜିଲ୍ଳାରେ କରୋନା ପଜିଟିଭ ସଂଖ୍ୟା ୭୧କୁ ବୃଦ୍ଧି ପାଇଥିବା ଯୋଗୁଁ ବର୍ତ୍ତମାନ ଏହି ଜିଲ୍ଲା ଅରେଂଜ ଜୋନ୍ରୁ ରେଡ ଜୋନ୍ରେ ପରିଣତ ହୋଇଛି । ତେବେ ବ୍ରହ୍ମପୁର ମହାନଗରରୁ କେହି କରୋନା...

ଗଂଜାମ ଜିଲ୍ଲାରେ ଗୋଟିଏ ଦିନରେ ୪୩ଜଣ କରୋନା ପଜିଟିଭ ଚିହ୍ନଟ, ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୧ରେ ପଂହଚିଲା,...

ଗଂଜାମ ଜିଲ୍ଲାରେ ଶୁକ୍ରବାର ପୁଣି ଥରେ ୧୯ଜଣ କରୋନା ପଜିଟିଭଭାବେ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକରେ ୩ଜଣ, କେନ୍ଦ୍ରାପଡ଼ାରେ ୫ଜଣ, ଖୋର୍ଦ୍ଧାରେ ଜଣେ ଚିହ୍ନଟ ହୋଇଥିବାବେଳେ ଓଡ଼ିଶାରେ ଦିନକରେ ୫୧ଜଣ କରୋନା...

ପ୍ରବାସୀ ଓଡ଼ିଆଙ୍କୁ ଯୋଗ ଓ ବ୍ୟାୟାମ ଶିକ୍ଷା ପ୍ରଦାନ କରାଯାଉଛି କୁସୁମି ଆଦର୍ଶ ବିଦ୍ୟାଳୟ ସଂଗରୋଧ କେନ୍ଦ୍ରରେ,...

କୁସୁମିସ୍ଥିତ ଆଦର୍ଶ ବିଦ୍ୟାଳୟରେ ପ୍ରବାସୀ ଓଡ଼ିଆଙ୍କ ପାଇଁ ସଂଗରୋଧ କେନ୍ଦ୍ର ଖୋଲାଯାଇଛି । ଏହି କେନ୍ଦ୍ରରେ ପ୍ରବାସୀ ଓଡ଼ିଆଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ସେମାନଙ୍କୁ ସୁରକ୍ଷିତ ଅବସ୍ଥାରେ ରଖାଯାଇଛି । ସଂଗରୋଧରେ...

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବର୍ତ୍ତମାନ ୧୪ଦିନ ସଂଗରୋଧ ବଦଳରେ ୨୧ଦିନ ଧରି ରଖାଯିବାକୁ ରାଜ୍ୟ ସରକାରଙ୍କ...

ବ୍ରହ୍ମପୁରକୁ ପ୍ରତିଦିନ ଟ୍ରେନ୍ ଯୋଗେ ବହୁ ସୁରାଟ ଯାତ୍ରୀ ଆସୁଛନ୍ତି । ଏହି ଯାତ୍ରୀମାନେ ଜଗନ୍ନାଥପୁର ରେଳ ଷ୍ଟେସନ୍ରେ ଓହ୍ଲାଇବା ପରେ ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଜିଲ୍ଳାର...

ଗଂଜାମ ଜିଲ୍ଲାରେ ଏକାଥରକେ ୧୭ଜଣ କରୋନା ପଜିଟିଭ ଚିହ୍ନଟ ପରେ କୋକୁଆ ଭୟ, ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା...

ଗଂଜାମ ଜିଲ୍ଲାରେ ଗୁରୁବାର ଏକାଥରକେ ୧୭ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ବ୍ରହ୍ମପୁର ସମେତ ଜିଲ୍ଲାବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ପୂର୍ବରୁ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ...

ବିଭିନ୍ନ ବିଦ୍ୟାଳୟର ସଂଗରୋଧ କେନ୍ଦ୍ରରେ ରହୁଥିବା ବହୁ ପ୍ରବାସୀ ଓଡ଼ିଆ ଶାନ୍ତି ଶୃଂଖଳା ବଜାୟ ରଖି ଖୁସିରେ ରହୁଥିବା...

ସୁରାଟରୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ କିଛି ଓଡ଼ିଆ ବିଶୃଙ୍ଖଳା ସୃଷ୍ଟି କରୁଥିବାବେଳେ ଅନେକ ସଂଗରୋଧ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ଅବଲମ୍ବନ କରୁଥିବା ଲକ୍ଷ୍ୟ କରାଯାଇଛି । ସରକାରଙ୍କ ୧୪ଦିନିଆ ସଂଗରୋଧକୁ ବହୁ...