Home Our Berhampur ସଂଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସି ୧୪ଦିନ ଦିନ ବଦଳରେ ୨୧ ଦିନ ସଂଗରୋଧ କେନ୍ଦ୍ର ଏବଂ...

ସଂଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସି ୧୪ଦିନ ଦିନ ବଦଳରେ ୨୧ ଦିନ ସଂଗରୋଧ କେନ୍ଦ୍ର ଏବଂ ୭ଦିନ ନିଜ ବାସଭବନରେ ସଂଗରୋଧରେ ରହିବାକୁ ସରକାରଙ୍କ ନିର୍ଦେଶ ।

YouTube video

ଏଣିକି ସଂଗରୋଧ କେନ୍ଦ୍ରରେ ରହୁଥିବା ଯାତ୍ରୀମାନଙ୍କୁ ୧୪ଦିନ ଦିନ ବଦଳରେ ୨୧ ଦିନ ସଂଗରୋଧ କେନ୍ଦ୍ର ଏବଂ ୭ଦିନ ନିଜ ବାସଭବନରେ ସଂଗରୋଧରେ ରହିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି । ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ରାଜ୍ୟରେ ବୃଦ୍ଧି ପାଉଥିବା ଯୋଗୁଁ ଲୋକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ତେଣୁ ସଂଗରୋଧରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସମେତ ଅନ୍ୟାନ୍ୟ ଜନସାଧାରଣ ନିୟମକୁ ମାନି ଚଳିବାପାଇଁ କୁହାଯାଇଛି ।