Home Our Berhampur ଦାବି ପୁରଣ ନେଇ ତୁରନ୍ତ ସରକାର ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ଓଡିଶା...

ଦାବି ପୁରଣ ନେଇ ତୁରନ୍ତ ସରକାର ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ଓଡିଶା ରାଜ୍ୟ ଅଣ ଗେଜେଟ କର୍ମଚାରୀ ||

YouTube video

3ଦଫା ଦାବି ପୁରଣ ନେଇ ତୁରନ୍ତ ସରକାର ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଲା ଓଡିଶା ରାଜ୍ୟ ଅଣ ଗେଜେଟ କର୍ମଚାରୀ ସମନ୍ଵୟ ସମିତି ||