କରୋନା କଟକଣା ଯୋଗୁଁ ବନ୍ଦ ଥିବା ମାଟ୍ରିକ ଖାତା ମୂଲ୍ୟାୟନ ପୂଣିଥରେ ମେ ୨୦ ତାରିଖରୁ ଆରମ୍ଭ ହେବ...
କରୋନା କଟକଣା ଯୋଗୁଁ ରାଜ୍ୟରେ ମାଟ୍ରିକ ଖାତା ମୂଲ୍ୟାୟନ ବନ୍ଦ ରହିଥିଲା । ତେବେ ମେ ୨୦ ତାରିଖରୁ ପୁଣି ଏହି ଖାତା ମୂଲ୍ୟାୟନ ଆରମ୍ଭ ହେବ ବୋଲି ଶନିବାର ଗଣ ଶିକ୍ଷା...
କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ମଂଗଳବାର ରାତ୍ର ୧୨ଟାଠାରୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ୨୧ଦିନ ପାଇଁ ଭାରତରେ...
କରୋନାକୁ ଦୃଷ୍ଟିରେ ରଖି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନତା କର୍ଫ୍ୟୁ ଜାରି କରିଥିଲେ । ବର୍ତ୍ତମାନ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦୀ ମଂଗଳବାର ରାତ୍ର ୧୨ଟାଠାରୁ ଏପ୍ରିଲ ୧୫...
ଦୀର୍ଘ ୨ଘଣ୍ଟାର ପରିଶ୍ରମପରେ ସର୍ପ ଉଦ୍ଧାରକାରୀ ଦଳ ଦ୍ୱାରା ୮ଫୁଟର ଅହିରାଜ ସାପ ଉଦ୍ଧାର
ପାତ୍ରପୁର ବ୍ଳକ ଅନ୍ତର୍ଗତ ପାଂଚଆମ୍ବ ଗ୍ରାମରୁ ଏକ ୮ଫୁଟର ଅହିରାଜ ସାପ ଉଦ୍ଧାର କରାଯାଇଛି । ଏହି ସାପକୁ ଗ୍ରାମର କିଛି ଲୋକ ଦେଖିବାକୁ ପାଇଥିଲେ । ପରେ ବ୍ରହ୍ମପୁରର ସର୍ପ ଉଦ୍ଧାରକାରୀ...
ଗୋପାଳପୁର ନିର୍ବାଚନ ମଣ୍ଡଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଗ୍ରହ ହେଲା ୧୫୦ ୟୁନିଟ ରକ୍ତ ।
ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଳବ ଠାରେ ଥିବା ସଂକଳ୍ପ ସ୍କୁଲ ଠାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଧେସ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ...
ବ୍ରହ୍ମପୁରରେ ବୁଲୁଚି ବାଘ ଠାକୁରାଣି ଯାତ୍ରାର ମୁଖ୍ୟ ଆକର୍ଷଣ ||
ବ୍ରହ୍ମପୁରରେ ବୁଲୁଚି ବାଘ ଠାକୁରାଣି ଯାତ୍ରାର ମୁଖ୍ୟ ଆକର୍ଷଣ ||
ରେଜିଷ୍ଟାର୍ଙ୍କୁ ଦାୟିତ୍ୱରୁ ହଟାଇବା ପ୍ରତିବାଦରେ ନିଷ୍ଟ ଶିକ୍ଷାନୁଷ୍ଠାନ ନରେ ତିନିଦିନ ଧରି ଛାତ୍ର ଅଶାନ୍ତି ।
ଗୋଳନ୍ଥରା ଥାନା ଅନ୍ତର୍ଗତ ନିଷ୍ଟ ଶିକ୍ଷାନୁଷ୍ଠାନରେ ତିନିଦିନ ଧରି ଛାତ୍ର ଅଶାନ୍ତି ଲାଗି ରହିଛି । ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । କଲେଜର ରେଜିଷ୍ଟାର୍ଙ୍କୁ ଦାୟିତ୍ୱରୁ...
ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲର ମାଇକ୍ରୋ ବାୟୋଲୋଜୀ ବିଭାଗରେ କରୋନା ପରୀକ୍ଷା ଆରମ୍ଭ, ପ୍ରଥମ ଦିବସରେ...
ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲର ମାଇକ୍ରୋ ବାୟୋଲୋଜୀ ବିଭାଗରେ ରବିବାରଠାରୁ କରୋନା ପରୀକ୍ଷା ଆରମ୍ଭ ହୋଇଛି । ପ୍ରଥମ ଦିବସରେ ୪ଜଣ ସଂଦିଗ୍ଧ ରୋଗୀଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇ...
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିଡିଓ କନ୍ଫ୍ରେନ୍ସିଂ ମାଧ୍ୟମରେ ହିଂଜିଳି, ଆସ୍କା, ସୋରଡ଼ା ଓ ପୋଲସରାଠାରେ ମଳ ଉପଚାର ପ୍ଲାଣ୍ଟର...
ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଦ୍ୱାରା ଭିଡିଓ କନ୍ଫ୍ରେନ୍ସିଂ ମାଧ୍ୟମରେ ହିଂଜିଳି, ଆସ୍କା, ସୋରଡ଼ା ଓ ପୋଲସରାଠାରେ ମଳ ଉପଚାର ପ୍ଲାଣ୍ଟର ଶୁଭ ଉଦ୍ଘାଟନ ଉତ୍ସବ...
ଗୁରୁ ପୂର୍ଣ୍ଣିମା ଉତ୍ସବ ମହାସମାରୋହରେ ପାଳିତ ।
ପାଣିଗ୍ରାହୀ ପେଣ୍ଟ ସାହି ସ୍ଥିତ ଶ୍ରୀ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ସ୍ବଶକ୍ତି ଜାଗରଣ ସେବା ସଂସ୍ଥାନ ତରଫରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ମହାସମାରୋହରେ ପାଳନ ହୋଇଯାଇଛି ।ବହୁ ପ୍ରାଚୀନ ଗୁରୁ ଶିଷ୍ୟ ପରମ୍ପରା...
ଅସମ୍ପୂର୍ଣ୍ଣ ରାସ୍ତାର ବିରାଟ ଗାତରେ ପସିଗଲା ଷଣ୍ଢ, ଅଗ୍ନିଶମ ବିଭାଗ ଦ୍ଵାରା ଉଦ୍ଧାର
ଦିଗପହଣ୍ଡି ଏକ ନଂ ୱାର୍ଡର ନୀଳକଂଣ୍ଠ ନଗର ପ୍ରଥମ ଲାଇନରେ ବୁଧବାର ସକାଳ ଏକ ଷଣ୍ଢ ଅସମ୍ପୂର୍ଣ ରାସ୍ତାର ବିରାଟ ଗର୍ତ୍ତରେ ଫସିଯାଇଥିବା ଦେଖିବାକୁ ମିଳିଥିଲା । ସାହି ବାସିନ୍ଧାଙ୍କ ଠାରୁ...





















