ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ତରଫରୁ ପୁର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ...
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ତରଫରୁ ପୁର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ବିନୋଦ ପାଢ଼ୀଙ୍କ କାର୍ଯ୍ୟାଳୟ ଓ ବାସଭବନ ସମେତ ଅନ୍ୟାନ୍ୟ ୧୨ଟି ସ୍ଥାନରେ ଏକକାଳୀନ ଚଢ଼ାଉ...
ଯୋଗିଆପଲ୍ଲୀ ଏକ ଗୋଦାମରୁ ବଡ଼ ଧରଣର ଚୋରୀ, ୫ଲକ୍ଷ ଟଙ୍କାର ଖାଉଟି ସାମଗ୍ରୀ ଚୋରୀ ହୋଇଥିବା ସଦର ଥାନାରେ...
ସଦରଥାନା ଅନ୍ତର୍ଗତ ଯୋଗିଆପଲ୍ଲୀରେ ଥିବା ଏକ ଗୋଦାମରୁ ବଡ଼ ଧରଣର ଚୋରୀ ହୋଇଛି । କୌଣସି ଦୁର୍ବୁତ୍ତ ଗୋଦାମର ତାଲା ଭାଂଗି ପ୍ରାୟ ୫ଲକ୍ଷ ଟଙ୍କାର ଖାଉଟି ସାମଗ୍ରୀ ଚୋରୀ କରିନେଇଯାଇଥିବା ଅଭିଯୋଗ...
ଵ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗେଟବଜ଼ାର ଧୋବାସହି ଠାରେ ଚାଲୁଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି ପୋଲିସ...
ଵ୍ରହ୍ମପୁର ପୁଲିସ ପକ୍ଷରୁ ଏଭଳି ଜୁଆ ଖେଳ ଉପରେ ତୀକ୍ଷନ ନଜ଼ର ରହିଥିବା ବେଳେ ଆଜି ପୁଣି ଗେଟ ବଜ଼ାର ଅଞ୍ଚଳରେ ଚାଲିଥିବା ଜୁଆ ଆଡ୍ଡା ଖବର ପାଇ ପୋଲିସ ଚଢ଼ାଉ କରିଥିଲା।...
ବହୁ ଚର୍ଚ୍ଚିତ ଫୁଲ୍ଟା ଗ୍ରାମ ମଳୟ ସାସମଲ ହତ୍ୟା ଘଟଣାରେ ୧୮ଜଣ ଅଭିଯୁକ୍ତ ହାଇକୋଟରୁ ଜାମିନ ପାଇ ଜେଲରୁ...
୨୦୦୭ ମସିହାରେ ଫୁଲ୍ଟା ଗ୍ରାମର ମଳୟ ସାସମଲ ହତ୍ୟା ଘଟଣାରେ ଚଳିତ ବର୍ଷ ଜୁନ୍ ୧୯ ତାରିଖରେ ସ୍ଥାନୀୟ ଜିଲ୍ଲା କୋର୍ଟ ୧୮ଜଣ ଅଭିଯୁକ୍ତଙ୍କୁ ଜେଲ୍ ଦଣ୍ଡ ଶୁଣାଇଥିଲେ । ତେବେ ଗୁରୁବାର...
ଖାସ୍ପାସାହି ଚୈତନ୍ୟ ମନ୍ଦିର ରାଧାକୃଷ୍ଣ ମଠ ପରିସରରୁ ୨ଶହ ବର୍ଷରୁ ଉଦ୍ଧ୍ୱର୍ ପୁରାତନ ରାଧାକୃଷ୍ଣ ମୂର୍ତ୍ତି ସମେତ ଅନ୍ୟାନ୍ୟ...
ଖାସ୍ପାସାହିସ୍ଥିତ ଚୈତନ୍ୟ ମନ୍ଦିର ରାଧାକୃଷ୍ଣ ମଠ ପରିସରରୁ ୨ଶହ ବର୍ଷରୁ ଉଦ୍ଧ୍ୱର୍ ପୁରାତନ ରାଧାକୃଷ୍ଣ ମୂର୍ତ୍ତି ସମେତ ଅନ୍ୟାନ୍ୟ ମୂଲ୍ୟବାନ ମୂର୍ତ୍ତି ଓ ସାମଗ୍ରୀ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଏହାକୁ...
୭କେଜି ଓଜନର ରୂପା ଅଳଂକାର ଚୋରୀ ଅଭିଯୋଗରେ ବଡ଼ବଜାର ଥାନା ପୋଲିସ ପକ୍ଷରୁ ୩ଜଣ ଗିରଫ,...
୭କେଜି ଓଜନର ରୂପା ଅଳଂକାର ଚୋରୀ କରିବା ଅଭିଯୋଗରେ ବଡ଼ବଜାର ଥାନା ପୋଲିସ ପକ୍ଷରୁ ୩ଜଣଙ୍କୁ ଗିରଫ କରାଯାଇ ଶନିବାର କୋର୍ଟ ଚାଲାଣ କରାଯାଇଛି । ମାଲାସାନିପେଟାସ୍ଥିତ ଏମ୍.ଉମାପତି ଆଚାରୀଙ୍କ ଶ୍ରୀ...
ପିଆଜ ବୋଝେଇ ଟ୍ରକ୍ରୁ ରାଜସ୍ୱ ଗୋଇନ୍ଦା ବିଭାଗ ପକ୍ଷରୁ ପ୍ରାୟ ଦେଢ଼ କୋଟି ଟଙ୍କାର ଗଂଜେଇ ଜବତ
ପିଆଜ ବୋଝେଇ ଟ୍ରକ୍ରୁ ରାଜସ୍ୱ ଗୋଇନ୍ଦଓଡ଼ିଶା ଓ ଆନ୍ଧ୍ର ସୀମା ଇଛାପୁର ନିକଟରେ ରାଜସ୍ୱ ଗୋଇନ୍ଦା ବିଭାଗ ପକ୍ଷରୁ ଏକ ପିଆଜ ବୋଝେଇ ଟ୍ରକ୍ରୁ ପ୍ରାୟ ଦେଢ଼ କୋଟି ଟଙ୍କାର ଗଂଜେଇ ଜବତ...
୨ଜଣ ଦୁର୍ବୁତ୍ତ ପୁଅ ପାଇଁ ପ୍ରସ୍ତାବ ଆଣିଛୁ କହି ଘରେ ପଶିବା ସହ ଏକାକୀ ଥିବା ମହିଳାଙ୍କ...
ବଡ଼ବଜାର ଥାନା ଅନ୍ତର୍ଗତ ଜଗନ୍ନାଥ ବିହାର ସପ୍ତମ ଲାଇନ ନିବାସୀ ମହିଳା କୈଳାସୀ ସାହୁଙ୍କ ବାସଭବନରୁ ଗୁରୁବାର ମଧ୍ୟାହ୍ନ ସମୟରେ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଅପରାହ୍ନ ପ୍ରାୟ ଗୋଟାଏ ସମୟରେ...
ବ୍ରହ୍ମପୁରରୁ ପ୍ରଥମଥର ପାଇଁ ବ୍ରାଉନ ସୁଗାର ଜବତ, ୨ଜଣ ଗିରଫ, ଭୂବନେଶ୍ୱରରୁ ଆଣି ବ୍ରହ୍ମପୁରରେ ବିକ୍ରି
ବ୍ରହ୍ମପୁରରୁ ପ୍ରଥମଥର ପାଇଁ ବ୍ରାଉନ ସୁଗାର ଜବତ କରାଯାଇଛି । ଗୋଳନ୍ଥରା ଥାନା ଭାଲିଆଗଡ଼ ଗ୍ରାମର ବୁଡୁ ଦୋରା ଓ ସୋରଳ ଛକର ରଂଜନ ସାହୁଙ୍କଠାରୁ ଗୋସାଇଁନୁଆଗାଁ ଥାନା ପୋଲିସ ୧୨...




















