Home Bam Crime ପିଆଜ ବୋଝେଇ ଟ୍ରକ୍ରୁ ରାଜସ୍ୱ ଗୋଇନ୍ଦା ବିଭାଗ ପକ୍ଷରୁ ପ୍ରାୟ ଦେଢ଼ କୋଟି ଟଙ୍କାର...

ପିଆଜ ବୋଝେଇ ଟ୍ରକ୍ରୁ ରାଜସ୍ୱ ଗୋଇନ୍ଦା ବିଭାଗ ପକ୍ଷରୁ ପ୍ରାୟ ଦେଢ଼ କୋଟି ଟଙ୍କାର ଗଂଜେଇ ଜବତ

YouTube video

ପିଆଜ ବୋଝେଇ ଟ୍ରକ୍ରୁ ରାଜସ୍ୱ ଗୋଇନ୍ଦଓଡ଼ିଶା ଓ ଆନ୍ଧ୍ର ସୀମା ଇଛାପୁର ନିକଟରେ ରାଜସ୍ୱ ଗୋଇନ୍ଦା ବିଭାଗ ପକ୍ଷରୁ ଏକ ପିଆଜ ବୋଝେଇ ଟ୍ରକ୍ରୁ ପ୍ରାୟ ଦେଢ଼ କୋଟି ଟଙ୍କାର ଗଂଜେଇ ଜବତ କରାଯାଇଛି । ବିଶାଖାପାଟଣାରୁ ଆଲିଗଡ଼କୁ ଗଂଜେଇ ଚାଲାଣ ସମ୍ପର୍କରେ ନିର୍ଦ୍ଧିଷ୍ଟ ସୁଚନା ପାଇ ଭୂବନେଶ୍ୱରସ୍ଥିତ ୟୁନିଟ ପକ୍ଷରୁ ଇଛାପୁର ନିକଟରେ ଏକ ପିଆଜ ବୋଝେଇ ଟ୍ରକ୍କୁ ଯାଂଚ କରାଯାଇଥିଲା । ଏହି ଯାଂଚରେ ସେହି ଟ୍ରକ୍ ଭିତରୁ ଅଖାରେ ପ୍ୟାକିଂ ହୋଇଥିବା ୯୮୮ କେଜି ୮୨୦ ଗ୍ରାମ ଗଂଜେଇ ଜବତ କରାଯିବା ସହ ଜଣକୁ ଅଟକ ରଖାଯାଇ ଜେରା କରାଯାଇଛି । ଜବତ ଗଂଜେଇର ମୂଲ୍ୟ ୧କୋଟି, ୪୮ଲକ୍ଷ ୩୨ହଜାର ୩୨୦ ଟଙ୍କା ହେବ ବୋଲି କୁହାଯାଇଛି । । ବିଭାଗ ପକ୍ଷରୁ ପ୍ରାୟ ଦେଢ଼ କୋଟି ଟଙ୍କାର ଗଂଜେଇ ଜବତ