ଗୋଦାବରୀଶ ନଗର ଯୁବକଙ୍କୁ ଅପହରଣ ଅଭିଯୋଗରେ ବୈଦ୍ୟନାଥପୁର ଥାନା ପୋଲିସ ପକ୍ଷରୁ ୨ ଜଣ ଗିରଫ ।

ଗୋଦାବରୀଶ ନଗର ନିବାସୀ ୨୬ ବର୍ଷୀୟ ସୁବାସିଷ ପାତ୍ରଙ୍କୁ ଅପହରଣ କରିବା ଅଭିଯୋଗରେ ବୈଦ୍ୟନାଥପୁର ଥାନା ପୋଲିସ ପକ୍ଷରୁ ପୋଲସରା ନିବାସୀ ତଥା ବ୍ରହ୍ମପୁର ଲକ୍ଷ୍ମୀ ନୃସିଂହ ନଗର ସପ୍ତମ ଲାଇନରେ ରହୁଥିବା...

ଜଗବନ୍ଧୁ ସାହିରେ ଜଣେ ଯୁବକଙ୍କୁ ଦେଶୀ ମଦ ଦୋକାନ ନିକଟରେ ମାରଣାସ୍ତ୍ର ଦ୍ୱାରା ଆକ୍ରମଣ ।

ବଡ଼ ବଜାର ଥାନା ଅନ୍ତର୍ଗତ ଜଗବନ୍ଧୁ ସାହିରେ ଜଣେ ଯୁବକଙ୍କୁ ଦେଶୀ ମଦ ଦୋକାନ ନିକଟରେ ମାରଣାସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ମାର୍ଥପେଟା ସାହିର ବାଲା...

ବ୍ରହ୍ମପୁର ରେଳ ଷ୍ଟେସନ ନିକଟସ୍ଥ ଏକ ପରିତ୍ୟକ୍ତ ଅଂଚଳରୁ ଜନୈକ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ।

ବ୍ରହ୍ମପୁର ରେଳ ଷ୍ଟେସନ ନିକଟସ୍ଥ ଏକ ପରିତ୍ୟକ୍ତ ଅଂଚଳରୁ ଜନୈକ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଗୋସାଇଁନୁଆଗାଁ ଥାନା ପୋଲିସ ଶବକୁ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ବଡ଼...

ଗୋସାଇଁନୁଆଗାଁ ସଦାନନ୍ଦ ବିହାର ସପ୍ତମ ଗଳିରେ ଘରେ କେହି ନଥିବାବେଳେ ତାଲା ଭାଂଗି ଚୋରୀ ।

ଗୋସାଇଁନୁଆଗାଁ ଥାନା ଅନ୍ତର୍ଗତ ସଦାନନ୍ଦ ବିହାର ସପ୍ତମ ଗଳିରେ ଶନିବାର ବିଳମ୍ବିତ ରାତିରେ ଏକ ଘରୁ କେହି ନଥିବାବେଳେ ତାଲା ଭାଂଗି ଚୋରୀ ହୋଇଛି । ଏଥିନେଇ ଘରଲୋକ ଜାଣିବା ପରେ ଗୋସାଇଁନୁଆଗାଁ...

ଆୟ ବହିର୍ଭୁତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତରଫରୁ ବ୍ରହ୍ମପୁର ସର୍କଲ ପୁର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ...

ଆୟ ବହିର୍ଭୁତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତରଫରୁ ବ୍ରହ୍ମପୁର ସର୍କଲ ପୁର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ବିନୋଦ କୁମାର ପାଢ଼ୀଙ୍କୁ ଗିରଫ କରାଯାଇଛି । ଇଂ.ପାଢ଼ୀଙ୍କ ନାମରେ ୩କୋଟି...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ତରଫରୁ ପୁର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ତରଫରୁ ପୁର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ବିନୋଦ ପାଢ଼ୀଙ୍କ କାର୍ଯ୍ୟାଳୟ ଓ ବାସଭବନ ସମେତ ଅନ୍ୟାନ୍ୟ ୧୨ଟି ସ୍ଥାନରେ ଏକକାଳୀନ ଚଢ଼ାଉ...

ଯୋଗିଆପଲ୍ଲୀ ଏକ ଗୋଦାମରୁ ବଡ଼ ଧରଣର ଚୋରୀ, ୫ଲକ୍ଷ ଟଙ୍କାର ଖାଉଟି ସାମଗ୍ରୀ ଚୋରୀ ହୋଇଥିବା ସଦର ଥାନାରେ...

ସଦରଥାନା ଅନ୍ତର୍ଗତ ଯୋଗିଆପଲ୍ଲୀରେ ଥିବା ଏକ ଗୋଦାମରୁ ବଡ଼ ଧରଣର ଚୋରୀ ହୋଇଛି । କୌଣସି ଦୁର୍ବୁତ୍ତ ଗୋଦାମର ତାଲା ଭାଂଗି ପ୍ରାୟ ୫ଲକ୍ଷ ଟଙ୍କାର ଖାଉଟି ସାମଗ୍ରୀ ଚୋରୀ କରିନେଇଯାଇଥିବା ଅଭିଯୋଗ...

ଆସିକା ଥାନା ପୋଲିସ ପକ୍ଷରୁ ଜାଲ୍ ସାର୍ଟିଫିକେଟ ର୍ୟାକେଟର ପର୍ଦ୍ଧାଫାସ, ଜଣେ ଶିକ୍ଷକଙ୍କ ସମେତ ୫ଜଣ ଗିରଫ, ୫ଶହରୁ...

ଆସିକା ଥାନା ପୋଲିସ ପକ୍ଷରୁ ଜାଲ୍ ସାର୍ଟିଫିକେଟ ର୍ୟାକେଟର ପର୍ଦ୍ଧାଫାସ କରାଯାଇ ଏ ସଂକ୍ରାନ୍ତରେ ଜାଲ୍ ପ୍ରମାଣପତ୍ର ଦେଇ ଚାକିରି କରୁଥିବା ଜଣେ ଶିକ୍ଷକଙ୍କ ସମେତ ୫ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ...

ଆର୍ପିଏଫ୍ ଥାନା ପୋଲିସ ପକ୍ଷରୁ ଯାଂଚ ସମୟରେ ୨୫କିଲୋ ୪ଶହ ଗ୍ରାମର ଗଂଜେଇ ଜବତ, ୨ଜଣ ଗିରଫ ।

ଆର୍ପିଏଫ୍ ଥାନା ପୋଲିସ ପକ୍ଷରୁ ଯାଂଚ ସମୟରେ ୨୫କିଲୋ ୪ଶହ ଗ୍ରାମର ଗଂଜେଇ ଜବତ କରାଯାଇଛି । ଏଥିନେଇ ବ୍ରହ୍ମପୁର ରେଳ ଷ୍ଟେସନ ନିକଟରୁ ୨ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି...

ଛତ୍ରପୁର ଥାନା ପାଲିଆ ଛତ୍ରପୁର ଗାଁରେ ଗୋଟିଏ ଘରୁ ମିଳିଲା ୩ ମୃତଦେହ।

ଗୋଟିଏ ଘରୁ ମିଳିଲା ୩ ମୃତଦେହ। ଛତ୍ରପୁର ଥାନା ପାଲିଆ ଛତ୍ରପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ବୃନ୍ଦାବନଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ସ୍ତ୍ରୀ ଓ ଝିଅର ମୃତଦେହ...