ଉକ୍ରଳ କେମିଷ୍ଟ ଏଣ୍ଡ୍ ଡ୍ରଗିଷ୍ଟ ଏସୋସିଏସନର ଜଏଣ୍ଟ କୋଅର୍ଡିନେସନ ମିଟିଂରେ ଅନ୍ଲାଇନ ମେଡ଼ିସିନି ବ୍ୟବସାୟ ଓ ଅନ୍ୟାନ୍ୟ ସମସ୍ୟା...

ଉକ୍ରଳ କେମିଷ୍ଟ ଏଣ୍ଡ୍ ଡ୍ରଗିଷ୍ଟ ଏସୋସିଏସନ୍ ୟୁସିଡିଏର ଜଏଣ୍ଟ କୋଅର୍ଡିନେସନ ମିଟିଂ ବ୍ରହ୍ମପୁର ପାକଲାବାରୀ ସାହିସ୍ଥିତ ଜିପିସିଡିଏ କାର୍ଯ୍ୟାଳୟ ନିକଟରେ ଅନୁଷ୍ଠିତ ହୋଇଯାଇଛି । ୟୁସିଡିଏ ସଭାପତି ପି.ସତ୍ୟନାରାୟଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ...

ଆଇଟିଆଇ ପରିସରରେ ଜାତୀୟ ସବୁଜ ବାହିନୀ ଇକୋ କ୍ଲବ୍ ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତାଲିମ ଶିବିର ଅନୁଷ୍ଠିତ...

ଆଇଟିଆଇ ଅଡିଟୋରିୟମ୍ଠାରେ ଶୁକ୍ରବାର ଓଡ଼ିଶା ସରକାରଙ୍କ ଜଂଗଲ ଓ ପରିବେଶ ବିଭାଗ, ସିଇଏସ୍ ଭୂବନେଶ୍ୱର ଏବଂ ବ୍ରହ୍ମପୁର ବନଖଣ୍ଡ ଦ୍ୱାରା ଜାତୀୟ ସବୁଜ ବାହିନୀ ଇକୋ କ୍ଲବ୍ ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ...

ଏଲ୍ପିଜି ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ଏସ୍ୟୁସିଆଇ ତରଫରୁ ବିକ୍ଷୋଭ, ତୁରନ୍ତ ବର୍ଦ୍ଧିତ ଦର ପ୍ରତ୍ୟାହାର ପାଇଁ ଦାବି...

ଏଲ୍ପିଜି ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ଶୁକ୍ରବାର ଏସ୍ୟୁସିଆଇ ତରଫରୁ କମାପଲ୍ଲୀ ମୁଖ୍ୟ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାରାତ୍ମକ ଜନମାରଣ ନିତିର ଫଳ...

ବଜରଂଗ ଦଳ ଗଂଜାମ ଜିଲ୍ଲା ଶାଖା ତରଫରୁ ବିଜୁ ପଟନାୟକ ପାର୍କ ସମ୍ମୁଖରେ ଭାଲେଣ୍ଟାଇନ ଡେ କୁ...

ବଜରଂଗ ଦଳ ଗଂଜାମ ଜିଲ୍ଲା ଶାଖା ତରଫରୁ ଶୁକ୍ରବାର ବିଜୁ ପଟନାୟକ ପାର୍କ ସମ୍ମୁଖରେ ଭାଲେଣ୍ଟାଇନ ଡେ କୁ ସହିଦ ଦିବସରୂପେ ପାଳନ କରାଯାଇଥିଲା । ପୁଲ୍ୱାମାରେ ସହିଦ ହୋଇଥିବା ୪୦ରୁ...

ନାରୀନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ଆତ୍ମାହୁତି ଉଦ୍ୟମ ପରେ କୋର୍ଟ ପକ୍ଷରୁ ତାଙ୍କ ପୁଅ ରାଜା ମିଶ୍ରଙ୍କୁ ମଧ୍ୟବର୍ତ୍ତି କାଳିନ...

ବ୍ରହ୍ମପୁର : ବିଜେଡ଼ିର ନାରୀନେତ୍ରୀ ମିନାକ୍ଷୀ ମିଶ୍ର ବ୍ରହ୍ମପୁର ଏସ୍ପିଙ୍କ କାର୍ଯ୍ୟାଳୟ ପରିସରରେ ବୁଧବାର ନିଜ ପୁତ୍ର ରାଜାର ଗିରଫଦାରୀ ପ୍ରତିବାଦରେ ଆତ୍ମାହୁତି ଉଦ୍ୟମ କରି ବର୍ତ୍ତମାନ କଟକ ବଡ଼ ଡାକ୍ତରଖାନାରେ...

ବିଜେଡ଼ି ନାରୀନେତ୍ରୀ ମିନାକ୍ଷୀ ମିଶ୍ର ବ୍ରହ୍ମପୁର ଏସ୍ପିଙ୍କ କାର୍ଯ୍ୟାଳୟ ପରିସରରେ ଆତ୍ମାହୁତି ଉଦ୍ୟମ ଘଟଣା ପ୍ରତିବାଦରେ ଜିଲ୍ଲା...

ବ୍ରହ୍ମପୁର : ବିଜେଡ଼ିର ନାରୀନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ବ୍ରହ୍ମପୁର ଏସ୍ପିଙ୍କ କାର୍ଯ୍ୟାଳୟ ପରିସରରେ ଆତ୍ମାହୁତି ଉଦ୍ୟମ ଘଟଣା ନେଇ ଗୁରୁବାର ଗଂଜାମ ଜିଲ୍ଲା ମହିଳା ବିଜେଡ଼ିର ସଭାନେତ୍ରୀ ସଂଘମିତ୍ରା ଦଳେଇଙ୍କ ନେତୃତ୍ୱରେ ବହୁ...

ଗଂଜାମ ଜିଲ୍ଲାପାଳ ସାଇକେଲ୍ରେ ବୁଲି ପରଖିଲେ ଛତ୍ରପୁରର ପରିମଳ ସ୍ଥିତି, ପଲିଥିନ ବ୍ୟବହାର ଯୋଗୁଁ ୪ଟି ଦୋକାନକୁ...

ଛତ୍ରପୁର : ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ସାଇକେଲ୍ରେ ବସି ଛତ୍ରପୁରର ପରିମଳ ସ୍ଥିତି ପରଖିଛନ୍ତି । ସେ ଛତ୍ରପୁର ସହରର ବିଭିନ୍ନ ଅଂଚଳ ବୁଲି ପରିମଳ ସ୍ଥିତି ଅନୁଧ୍ୟାନ କରିବା...

ନାରାୟଣପୁର ଗ୍ରାମବାସୀଙ୍କ କ୍ରାନ୍ତିକାରୀ କୃଷକ ସଭା ନେତୃତ୍ୱରେ ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କୁ ଦଶଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ

ବ୍ରହ୍ମପୁର : ଆସିକା ବ୍ଲକ୍ ପାଣ୍ଡିଆ ପଥର ଗ୍ରାମ ପଂଚାୟତ ଅନ୍ତର୍ଗତ ନାରାୟଣପୁରର ବହୁ ଗ୍ରାମବାସୀ ବୁଧବାର କ୍ରାନ୍ତିକାରୀ କୃଷକ ସଭାର ନେତୃତ୍ୱରେ ବ୍ରହ୍ମପୁରଠାରେ ପହଂଚି ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କୁ ଦଶଦଫା ଦାବି...

ବିଜେପି ପ୍ରତିନିଧି ଦଳର ମେଣ୍ଡ୍ରାଜପୁର ଗ୍ରାମରେ ବିଦ୍ୟୁତ୍ ଦୁର୍ଘଟଣାର ଅନୁଧ୍ୟାନ କରିବା ପରେ ବ୍ରହ୍ମପୁର ସାଉଥ୍କୋ ୟୁଟିଲିଟି କାର୍ଯ୍ୟାଳୟ...

ବ୍ରହ୍ମପୁର : ବିଜେପିର ଏକ ପ୍ରତିନିଧି ଦଳ ବୁଧବାର ଗୋଳନ୍ଥରା ଥାନା ଅନ୍ତର୍ଗତ ମେଣ୍ଡ୍ରାଜପୁର ଗ୍ରାମରେ ଘଟିଥିବା ବିଦ୍ୟୁତ୍ ଦୁର୍ଘଟଣାର ଅନୁଧ୍ୟାନ କରିବା ସହ ମୃତକଙ୍କ ପରିବାର ସହ ସାକ୍ଷାତ କରିଥିଲେ ।...

ବେଲଗୁଣ୍ଠା ନିକଟ କୋକୋଲୁଣ୍ଡା ଗ୍ରାମରେ ବିଦ୍ୟୁତ୍ ଆଘାତ ଯୋଗୁଁ ଜେଜେମା ଓ ନାତିଙ୍କ ମୃତ୍ୟୁ ।

ବେଲଗୁଣ୍ଠା ନିକଟ କୋକୋଲୁଣ୍ଡା ଗ୍ରାମରେ ବିଦ୍ୟୁତ୍ ଆଘାତ ଯୋଗୁଁ ଜେଜେମା ଓ ନାତିଙ୍କ ମୃତ୍ୟୁ ଘଟିଛି । ନିଜ ଗାଧୁଆ ଘରେ ଥିବାବେଳେ କୌଣସି କାରଣ ବଶତଃ ନାତି ରାଜେଶଙ୍କୁ ବିଦ୍ୟୁତ୍ ଆଘାତ...