ଦୋଳ ଯାତ୍ରା ଉପଲକ୍ଷେ ମହାଭାରତ ନାଟକ ଦେଖୁଥିବାବେଳେ ହଠାତ୍ ବାଣ ବିସ୍ଫୋରଣ ଘଟି ୭ଜଣ ଆହତ, ବ୍ରହ୍ମପୁର ବଡ଼...

ଧରାକୋଟ ବ୍ଲକ୍ ଢେଉଗାଁ ପଂଚାୟତର କଠିରା ଗ୍ରାମରେ ଦୋଳ ଯାତ୍ରା ଉପଲକ୍ଷେ ମହାଭାରତ ନାଟକ ଦେଖୁଥିବାବେଳେ ହଠାତ୍ ବାଣ ବିସ୍ଫୋରଣ ଘଟି ୭ଜଣ ଆହତ ହୋଇଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ୩ଜଣ...

କରୋନା ଭୁତାଣୁର ଭୟାବହତାକୁ ଦୃଷ୍ଟିରେ ରଖିଚଳିତବର୍ଷ ମା ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଜାକଜକମରେ ପାଳନ ନ କରିବାକୁ ...

ଚଳିତବର୍ଷ ମା ତାରାତାରିଣୀଙ୍କ ଚୈତ୍ର ଯାତ୍ରାକୁ ଜାକଜକମର ସହିତ ପାଳନ କରାଯିବ ନାହଁ ବୋଲି ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ରବିବାର ଛତ୍ରପୁରଠାରେ ଆୟୋଜିତ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲା...

କରୋନା ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁକାବିଲା ପାଇଁ ତତ୍ପରତା, ଜିଲ୍ଲାପାଳଙ୍କ ବ୍ୟାପକ ପ୍ରସ୍ତୁତି...

କରୋନା ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏହାର ମୁକାବିଲା ପାଇଁ ତତ୍ପରତା ଆରମ୍ଭ ହୋଇଛି । ଶୁକ୍ରବାର ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ଛତ୍ରପୁରଠାରେ ଏକ...

ଜାପାନରେ କରୋନା ସଂକ୍ରମଣ ଜାହାଜରେ ଫସିଥିବା ବ୍ରହ୍ମପୁରର ଶିବାଷିଶ ଭାରତ ଏବଂ ଓଡ଼ିଶା ସରକାରଙ୍କ ଉଦ୍ୟମରେ ସୁରକ୍ଷିତ...

ବ୍ରହ୍ମପୁର ପନ୍ଦରା ସାହିର ଶିବାଷିଶ ନାୟକ ଶନିବାର ନିଜ ବ୍ରହ୍ମପୁର ବାସଭବନକୁ ଫେରିଛନ୍ତି । ସେ ମାଲେସିଆରୁ ଜାପାନ ଦେଇ ଜାହାଜରେ ଫେରୁଥିବାବେଳେ କରୋନା ସଂକ୍ରମଣ ଯୋଗୁଁ ଜାପାନ ସରକାର ଉକ୍ତ ଜାହାଜକୁ...

ଗିରିସୋଲାରେ ଚାଲିଥିବା ବଡ଼ଧରଣର ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ, ୪ଜଣ ଜୁଆଡ଼ି ଗିରଫ, ୫ଲକ୍ଷ ୫୦ହଜାର ଟଙ୍କା...

ଗୋଳନ୍ଥରା ଥାନା ଅଧିନ ଗିରିସୋଲାରେ ଚାଲିଥିବା ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଛି । ସେଠାରୁ ପୋଲିସ ୫ଲକ୍ଷ ୫୦ହଜାର ଟଙ୍କା ଜବତ କରିବା ସହ ୪ଜଣ ଜୁଆଡ଼ିଙ୍କୁ...

କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ବଡ଼ ଡାକ୍ତରଖାନା ଏବଂ ସିଟି ହସ୍ପିଟାଲ୍ରେ ଖୋଲିଛି ପୃଥକ୍ ପୃଥକ୍ଭାବେ ୨ଟି...

କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ବଡ଼ ଡାକ୍ତରଖାନା ଏବଂ ସିଟି ହସ୍ପିଟାଲ୍ରେ ପୃଥକ୍ ପୃଥକ୍ଭାବେ ୨ଟି ୱାର୍ଡ ଖୋଲାଯାଇଛି । ଯେ କୌଣସି ବ୍ୟକ୍ତି ଥଣ୍ଡା,କାଶ ଓ ନିଶ୍ୱାସ ନେବାରେ କଷ୍ଟ...

ବ୍ରହ୍ମପୁର ରେଳ ଷ୍ଟେସନ୍ରେ କରୋନା ଭୂତାଣୁ ସମ୍ପର୍କରେ ସଚେତନତା ପାଇଁ ଗଂଜାମ ଜିଲ୍ଲାପାଳଙ୍କ ଉଦ୍ୟମ ଆରମ୍ଭ ।

ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ କରୋନା ଭୂତାଣୁ ସମ୍ପର୍କରେ ବ୍ରହ୍ମପୁର ରେଳ ଷ୍ଟେସନ୍ରେ ସଚେତନତା ଜାରି ରଖିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଶୁକ୍ରବାର ଜିଲ୍ଳାପାଳ ବ୍ରହ୍ମପୁର ରେଳ ଷ୍ଟେସନ...

ମହାନଗରର ଏକ ମୁଖ୍ୟରାସ୍ତାରେ ଗଂଜେଇ ଗଛ ରୋପଣ କରାଯାଇଥିବା ଅଭିଯୋଗ ପରେ ଗଛଟିକୁ ମୂଳରୁ କାଟି ନଷ୍ଟ କଲେ...

ବ୍ରହ୍ମପୁରର ଏକ ମୁଖ୍ୟରାସ୍ତାରେ ଗଂଜେଇ ଗଛ ରୋପଣ କରାଯାଇଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗ ପରେ ବିଭାଗୀୟ କର୍ତ୍ତୁପକ୍ଷ ଏହି ଗଛଟିକୁ ମୂଳରୁ କାଟିଦେଇ ନଷ୍ଟ କରିଛନ୍ତି । ବିଡିଏ ତରଫରୁ...

ଗୋସାଇଁନୁଆଗାଁ ସଦାନନ୍ଦ ବିହାର ସପ୍ତମ ଗଳିରେ ଘରେ କେହି ନଥିବାବେଳେ ତାଲା ଭାଂଗି ଚୋରୀ ।

ଗୋସାଇଁନୁଆଗାଁ ଥାନା ଅନ୍ତର୍ଗତ ସଦାନନ୍ଦ ବିହାର ସପ୍ତମ ଗଳିରେ ଶନିବାର ବିଳମ୍ବିତ ରାତିରେ ଏକ ଘରୁ କେହି ନଥିବାବେଳେ ତାଲା ଭାଂଗି ଚୋରୀ ହୋଇଛି । ଏଥିନେଇ ଘରଲୋକ ଜାଣିବା ପରେ ଗୋସାଇଁନୁଆଗାଁ...

ଗଂଜାମ ଜିଲ୍ଲାରେ କରୋନା ଭୁତାଣୁ ଯୋଗୁଁ ଭୟଭୀତ ହେବାର ଆଶଙ୍କା ନାହିଁ କିନ୍ତୁ ସଚେତନ ରହିବା ଆବଶ୍ୟକ ବୋଲି...

ଗଂଜାମ ଜିଲ୍ଲାରେ କୌଣସି ଲୋକ କରୋନା ଭୁତାଣୁ ଯୋଗୁଁ ଭୟଭୀତ ହେବାର ଆଶଙ୍କା ନାହିଁ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ରବିବାର ମହାନଗର ନିଗମ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ...