ମହାନଗରର ଏକ ମୁଖ୍ୟରାସ୍ତାରେ ଗଂଜେଇ ଗଛ ରୋପଣ କରାଯାଇଥିବା ଅଭିଯୋଗ ପରେ ଗଛଟିକୁ ମୂଳରୁ କାଟି ନଷ୍ଟ କଲେ ବିଭାଗୀୟ କର୍ତ୍ତୁପକ୍ଷ ।

YouTube video

ବ୍ରହ୍ମପୁରର ଏକ ମୁଖ୍ୟରାସ୍ତାରେ ଗଂଜେଇ ଗଛ ରୋପଣ କରାଯାଇଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗ ପରେ ବିଭାଗୀୟ କର୍ତ୍ତୁପକ୍ଷ ଏହି ଗଛଟିକୁ ମୂଳରୁ କାଟିଦେଇ ନଷ୍ଟ କରିଛନ୍ତି । ବିଡିଏ ତରଫରୁ ବୃକ୍ଷ ରୋପଣ କରାଯାଉଥିବାବେଳେ ଏପରି ବୃକ୍ଷ ରୋପଣ ନେଇ ସାଧରଣରେ ଆଲୋଚନାର ବିଷୟ ହୋଇଛି ।