Home Education ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଘରେ ରହି ପାଠପଢ଼ିବାକୁ ପରାମର୍ଶ, ମଧ୍ୟାହ୍ନ ଭୋଜନ...

ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଘରେ ରହି ପାଠପଢ଼ିବାକୁ ପରାମର୍ଶ, ମଧ୍ୟାହ୍ନ ଭୋଜନ ପାଇଁ ବିଭିନ୍ନ ବିଦ୍ୟାଳୟରେ କୁପନ ପ୍ରଦାନ ।

YouTube video

ରାଜ୍ୟ ସରକାରଙ୍କ ତରଫରୁ ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ବନ୍ଦ କରାଯାଇଥିବାବେଳେ ସେମାନଙ୍କୁ ଘରେ ରହି ପାଠପଢ଼ିବାକୁ ପରାମର୍ଶ ଦିଆଯାଇଛି । ତେବେ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ବିଭିନ୍ନ ବିଦ୍ୟାଳୟରେ କୁପନ ପ୍ରଦାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ମହାନଗର ନିଗମ ସମ୍ମୁଖରେ ଥିବା ବାଳିକା ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ଏପରି କୁପନ ବଣ୍ଟନ କରାଯାଇଥିବା ପରିଲକ୍ଷିତ ହୋଇଛି ।