ମାର୍ଚ୍ଚ ୨୨ ତାରିଖ ଜନତା କର୍ଫ୍ୟୁକୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ, ସମସ୍ତ ଓଡ଼ିଶାବାସୀ ଏଥିରେ ସହଯୋଗ କରିବାକୁ ନିବେଦନ, ୨୨...
ମାର୍ଚ୍ଚ ୨୨ ତାରିଖ ଜନତା କର୍ଫ୍ୟୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସମର୍ଥନ କରି ସମସ୍ତ ଓଡ଼ିଶାବାସୀ ଏଥିରେ ସହଯୋଗ କରିବାପାଇଁ ନିବେଦନ କରିଛନ୍ତି । ବିଶ୍ୱବ୍ୟାପୀ ଏହି କରୋନା ଜାରି ରହିଥିବା ଯୋଗୁଁ...
ଆସନ୍ତା ୨୨ତାରିଖ ଦିନ ସମଗ୍ର ଭାରତବର୍ଷରେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଇଁ ପ୍ରଧାନମନ୍ତ୍ରୀଙ୍କ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୨ତାରିଖ ରବିବାରଦିନ ସମଗ୍ର ଭାରତବର୍ଷରେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଇଁ ଆହ୍ୱାନ ଦେଇଛନ୍ତି । ଏହି ସମୟରେ ଲୋକେ ଘରୁ ନ...
ବିଭିନ୍ନ ସଂଗଠନ ଓ ଅନୁଷ୍ଠାନ ପକ୍ଷରୁ କରୋନା ଭୁତାଣୁ ସଚେତନତା କାର୍ଯ୍ୟକ୍ରମ ସହ ମାକ୍ସ ବଣ୍ଟନ ।
କରୋନା ଭୁତାଣୁକୁ ଦୃଷ୍ଟିରେ ରଖି ଜନସଚେତନତା ଉଦେଶ୍ୟରେ ଗୁରୁବାର ବ୍ରହ୍ମପୁର ରେଳ ଷ୍ଟେସନ୍ ନିକଟରେ କିନ୍ନର ସଂଘ ଓ ଇନର ହୁଇଲ କ୍ଲବ୍ ତରଫରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଯାତ୍ରୀମାନଙ୍କୁ...
କରୋନା ଭୁତାଣୁକୁ ଦୃଷ୍ଟିରେ ରଖି ସିବିଏସ୍ଇ ଓ ଆଇସିଏସ୍ଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା...
କରୋନା ଭୁତାଣୁ ଭୟାଭହତାକୁ ଦୃଷ୍ଟିରେ ରଖି ସିବିଏସ୍ଇ ଓ ଆଇସିଏସ୍ଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ୩୧ ତାରିଖ ପରେ...
ସକାଳେ ଆରମ୍ଭ ହୋଇଥିବା ମାଟ୍ରିକ୍ ଖାତା ମୂଲ୍ୟାୟନ ସନ୍ଧାରେ ସ୍ଥଗିତ ଘୋଷଣା କଲେ ରାଜ୍ୟ ସରକାର ।
ଗୁରୁବାରଠାରୁ ମାଟ୍ରିକ୍ ଖାତା ମୂଲ୍ୟାୟନ ଆରମ୍ଭ ହୋଇଛି । ଏହି ମୂଲ୍ୟାୟନ ପାଇଁ ୩ଟି ପର୍ଯ୍ୟାୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ କେନ୍ଦ୍ରକୁ ଯାଇ ଖାତା ମୂଲ୍ୟାୟନ କରୁଛନ୍ତି । ଗଂଜାମ ଜିଲ୍ଲାର ବ୍ରହ୍ମପୁରସ୍ଥିତ ଭିଭିଗିରି...
ବ୍ରହ୍ମପୁର ବଡ଼ ଡାକ୍ତରଖାନାର ଆଇସୋଲେସନ୍ ୱାର୍ଡରେ ୩ଜଣ କରୋନା ଭୁତାଣୁ ସଂଦିଗ୍ଧ ରୋଗୀଙ୍କ ଚିକିତ୍ସା ଚାଲିଛି ...
ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ବର୍ତ୍ତମାନ ସୁଦ୍ଧା ଆଇସୋଲେସନ୍ ୱାର୍ଡରେ ୩ଜଣ କରୋନା ଭୁତାଣୁ ସଂଦିଗ୍ଧ ରୋଗୀଙ୍କ ଚିକିତ୍ସା ଚାଲିଛି । ମାଉଣ୍ଟ ଆବୁରୁ ଫେରିଥିବା ଦିଗପହଣ୍ଡିର ଜଣେ ମହିଳା, ଷ୍ଟେସନ୍ରୁ ଉଦ୍ଧାର କରାଯାଇଥିବା...
ଭୂବନେଶ୍ୱରରେ ଜଣେ କରୋନା ରୋଗୀ ଚିହ୍ନଟ, ଏହାକୁ ଦୃଷ୍ଟିରେ ରଖି ସମସ୍ତ ଜନସାଧାରଣ ସତର୍କ ଏବଂ ସଚେତନ ରହିବାକୁ...
ଭୂବନେଶ୍ୱରରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ଜନସାଧାରଣଙ୍କୁ ସତର୍କ ଏବଂ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି । ଗଂଜାମ ଜିଲ୍ଲା ଓ ବ୍ରହ୍ମପୁରରେ ମଧ୍ୟ...
କରୋନା ଭୂତାଣୁ ଇଫେକ୍ଟ, ପ୍ରତ୍ୟେକ ବ୍ୟକ୍ତି ସାମାଜିକ କାର୍ଯ୍ୟ, ଧାର୍ମିକ ସ୍ଥଳ, ସଭାସମିତି ଓ ଜନଗହଳିପୁର୍ଣ୍ଣ ଅଂଚଳ ନଯିବାକୁ...
କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବ୍ୟକ୍ତି ସାମାଜିକ କାର୍ଯ୍ୟ, ଧାର୍ମିକ ସ୍ଥଳ, ସଭାସମିତି ଓ ଜନଗହଳିପୁର୍ଣ୍ଣ ଅଂଚଳକୁ ନଯିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ରବିବାର ମହାନଗର ନିଗମ ପରିସରରେ...
କରୋନା ଭୁତାଣୁ ଭୟାବହତା, ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଗୋପାଳପୁର ଓ ସୋନପୁର ସମୁଦ୍ରକୁଳ ସାଧାରଣ ଜନତାଙ୍କ ପାଇଁ ବନ୍ଦ ।
କରୋନା ଭୁତାଣୁକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଗୋପାଳପୁର ଓ ସୋନପୁର ସମୁଦ୍ରକୁଳ ସାଧାରଣ ଜନତାଙ୍କ ପାଇଁ ବନ୍ଦ ରହିବ ବୋଲି କୁହାଯାଇଛି । ତେଣୁ ଏଥିପାଇଁ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି...
କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ମହାନଗର ନିଗମ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ, ପ୍ରତ୍ୟେକ ଅଂଚଳ ସ୍ୱଛତା ରଖିବାକୁ...
କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ମହାନଗର ନିଗମ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ନିଗମ ପକ୍ଷରୁ ବିଭିନ୍ନ ୱାର୍ଡରୁ ଗାଡ଼ି ଦ୍ୱାରା ଅଳିଆ ସଂଗ୍ରହ କରାଯାଉଥିବାବେଳେ ଏହି ଗାଡ଼ି ମାଧ୍ୟମରେ...
















