ଅଂଗଦାନ ମହତ୍ତ ଦାନର ବାର୍ତ୍ତା ନେଇ ମାର୍ୱାଡ଼ି ମହିଳା ସମିତି ପକ୍ଷରୁ ସଚେତନତା ରାଲି ଆୟୋଜିତ

ଅଂଗଦାନ ମହତ୍ତ ଦାନର ବାର୍ତ୍ତା ନେଇ ମାର୍ୱାଡ଼ି ମହିଳା ସମିତି ତରଫରୁ ଖଲିକୋଟ କଲେଜ ନିକଟରୁ ଏକ ସଚେତନତା ରାଲି ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥିରୂପେ ବ୍ରହ୍ମପୁର ବିଧାୟକ ବିକ୍ରମ...

ଡକାୟତି ଯୋଜନା କରୁଥିବା ଆସିକା ଥାନା ଅଂଚଳର ୬ଜଣିଆ ଗ୍ୟାଙ୍ଗ ଓ ବୁଗୁଡ଼ା ଥାନା ଅଂଚଳର ୬ଜଣିଆ...

ଆସିକା ଅଂଚଳରେ ଡକାୟତି ଯୋଜନା କରୁଥିବା ଏକ ୬ଜଣିଆ ଗ୍ୟାଙ୍ଗକୁ ଆସିକା ପୋଲିସ କାବୁ କରିଛି । ସେହିପରି ବୁଗୁଡ଼ା ଥାନା ପୋଲିସ ଅଂଚଳରେ ଡକାୟତି ଯୋଜନା କରୁଥିବା ଆଉଏକ ୬ଜଣିଆ ଗ୍ୟାଙ୍ଗକୁ...

ପାରଳାଖେମୁଣ୍ଡି ପୋଲିସର ସଫଳତା ୮ ଦିନ ପରେ ସ୍କୁଟି ଉଦ୍ଧାର ଜଣେ ଗିରଫ

ପାରଳାଖେମୁଣ୍ଡିରେ ଗତ ୯ ତାରିଖରେ ଚୋରି ହୋଇଥିବା ସ୍କୁଟିକୁ ପୋଲିସ ଉଦ୍ଧାର କରିଥିବା ବେଳେ ଏଥିରେ ସଂପୃକ୍ତ ଥିବା ଚୋରକୁ ଧରିବାରେ ସଫଳ ହୋଇଛି। ପାରଳା ଥାନା ପରିସରରେ ଆଜି ଏଥିନେଇ ଏକ...

ହଳଦିଆପଦର ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ନେଇ ପ୍ରଶାସନର ମୁଣ୍ଡବ୍ୟଥା ସାଜିଛି

ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦରରେ ନିର୍ମିତ ନୂତନ ସିଟି ବସ୍‌ ଟର୍ମିନାଲ ଉଦ୍‌ଘାଟନକୁ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଛି। ତଥାପି ଏହାକୁ କାର୍ଯ୍ୟକ୍ଷମ କରିବାରେ ପ୍ରଶାସନ ଅସଫଳ ହୋଇଛି। ଏବେ ଏହି...

ବୃକ୍ଷରୋପଣ ଓ ଚାରା ବଂଟନ କାର୍ଯ୍ୟକ୍ରମ ଉଦଯାପିତ

ହିଂଜିଳିକାଟୁ ଭାଗବତ କଥା ବିତରଣ ପରିଷଦ ପକ୍ଷରୁ ଗତ ୪ ଦିନ ଧରି ହିଂଜିଳିକାଟୁ ପୌରାଂଚଳର ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ନ୍ୟାୟଳୟ, ବିଦ୍ୟାଳୟ ଏବଂ ପୋଖରୀ ହୁଡ଼ା ସମେତ ପାହାଡ଼ ଅଂଚଳରେ ବୃକ୍ଷରୋପଣ...

ନୟାଗଡ଼ ଡାକ୍ତରଖାନାରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାରରେ ସମସ୍ୟା

ନୟାଗଡ଼ରେ ଡାକ୍ତରଖାନାରେ ଅପରେସନ୍ ପରେ ଉତ୍ତେଜନା ଦେଖିବାକୁ ମିଳିଛି । ଦଶପଲ୍ଲା ଡାକ୍ତରଖାନାରେ ଅପରେସନ୍ ବେଳେ ଡାକ୍ତର ରୋଗୀଙ୍କ ପରିସ୍ରା ନଳୀ କାଟି ଦେବା ଅଭିଯୋଗ କରି ସୃଷ୍ଟି ହୋଇଛି ଉତ୍ତେଜନା ।...

ଗୁରୁ ପୂର୍ଣ୍ଣିମା ଉତ୍ସବ ମହାସମାରୋହରେ ପାଳିତ ।

ପାଣିଗ୍ରାହୀ ପେଣ୍ଟ ସାହି ସ୍ଥିତ ଶ୍ରୀ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ସ୍ବଶକ୍ତି ଜାଗରଣ ସେବା ସଂସ୍ଥାନ ତରଫରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ମହାସମାରୋହରେ ପାଳନ ହୋଇଯାଇଛି ।ବହୁ ପ୍ରାଚୀନ ଗୁରୁ ଶିଷ୍ୟ ପରମ୍ପରା...

କଲ୍ୟାଣ ମଣ୍ଡପକୁ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ସ୍ଥାନାନ୍ତରକୁ ବିରୋଧ:

ଖଲ୍ଲିିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟକୁ ବ୍ରହ୍ମପୁର ସହର ବାହାର ତଥା କନିଷି ସ୍ଥିତ ଜି-ମ୍ୟାକ୍ସ କଲ୍ୟାଣମଣ୍ଡପକୁ ସ୍ଥାନାନ୍ତର କରାଯିବାକୁୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । କଲ୍ୟାଣମଣ୍ଡପ ଭଳି ଏକ ବ୍ୟବସାୟିକ ସ୍ଥାନରେ କିଭଳି...

ଅସମ୍ପୂର୍ଣ୍ଣ ରାସ୍ତାର ବିରାଟ ଗାତରେ ପସିଗଲା ଷଣ୍ଢ, ଅଗ୍ନିଶମ ବିଭାଗ ଦ୍ଵାରା ଉଦ୍ଧାର

ଦିଗପହଣ୍ଡି ଏକ ନଂ ୱାର୍ଡର ନୀଳକଂଣ୍ଠ ନଗର ପ୍ରଥମ ଲାଇନରେ ବୁଧବାର ସକାଳ ଏକ ଷଣ୍ଢ ଅସମ୍ପୂର୍ଣ ରାସ୍ତାର ବିରାଟ ଗର୍ତ୍ତରେ ଫସିଯାଇଥିବା ଦେଖିବାକୁ ମିଳିଥିଲା । ସାହି ବାସିନ୍ଧାଙ୍କ ଠାରୁ...