ବ୍ରହ୍ମପୁର ମହାନଗର ମହୋତ୍ସବ ର ଖୋଲା ମଂଚ ରେ ଗଞ୍ଜାମ ଜିଲ୍ଲା ପୁଡ଼ାମାରି ର କବି ନଟବର ସିଂହ...

ବ୍ରହ୍ମପୁର ମହାନଗର ମହୋତ୍ସବ ର ଖୋଲା ମଂଚ ରେ ଗଞ୍ଜାମ ଜିଲ୍ଲା ପୁଡ଼ାମାରି ର କବି ନଟବର ସିଂହ ସାହିତ୍ୟ ସଂସଦ ପକ୍ଷରୁ ସାହିତ୍ୟ ଆଲୋଚନା ଚକ୍ର। ବହୁ କବି କବିୟତ୍ରୀ ଙ୍କ...

ମହାନଗର ମହୋତ୍ସବର ତୃତୀୟ ସନ୍ଧ୍ୟା ବ୍ରହ୍ମପୁରର କଣ୍ଠ ଶିଳ୍ପୀଙ୍କ ଦ୍ୱାରା ଟ୍ରାକ ମେଲୋଡି କାର୍ଯ୍ୟକ୍ରମ ।

ବ୍ରହ୍ମପୁର: ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳ ପଡିଆ ପରିସରରେ ଚାଲିଥିବା ୭ମ ମହାନଗର ମହୋତ୍ସବ ତୃତୀୟ ଦିନରେ ପହଁଚିଛି। ଆସନ୍ତା ଫେବୃୟାରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ। ମହୋତ୍ସବ...

ବ୍ରହ୍ମପୁରରେ ବୁଲୁଚି ବାଘ ଠାକୁରାଣି ଯାତ୍ରାର ମୁଖ୍ୟ ଆକର୍ଷଣ ||

ବ୍ରହ୍ମପୁରରେ ବୁଲୁଚି ବାଘ ଠାକୁରାଣି ଯାତ୍ରାର ମୁଖ୍ୟ ଆକର୍ଷଣ ||

ସୁନାପୁର ବେଳାଭୂମି ମହୋତ୍ସବ ଉଦ୍ୟାପିତ, ଶେଷ ସନ୍ଧ୍ୟାରେ ଖ୍ୟାତନାମା ଗାୟକ ଅଭିଜିତ ମଜୁମଦାରଙ୍କ ସଂଗୀତରେ ଝୁମିଲେ ଦର୍ଶକ ।

ସୁନାପୁର ବେଳାଭୂମି ମହୋତ୍ସବର ରବିବାର ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଉଦ୍ୟାପିତ ହୋଇଯାଇଛି । ଚିକିଟି ବିଧାୟିକା ତଥା ମନ୍ତ୍ରୀ ଉଷାଦେବୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଉତ୍ସବ ଶାନ୍ତି ଶୃଙ୍ଖଳାର...

୭ମ ମହାନଗର ମହୋତ୍ସବ ଖଲ୍ଲିକୋଟ କଲେଜ ଖେଳ ପଡିଆ ପରିସରରେ ଉଦଘାଟିତ ।

ବ୍ରହ୍ମପୁର: ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳ ପଡିଆ ପରିସରରେ ୭ମ ମହାନଗର ମହୋତ୍ସବ ଉଦଘାଟିତ ହୋଇଯାଇଛି । ଆଜିଠାରୁ ଆସନ୍ତା ଅର୍ଥାତ ଫେବୃୟାରୀ ୫ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୦ ...

ଫିଲ୍ମ ‘ଆଦିପୁରୁଷ’ର ଧମାଲ୍ l

ପ୍ରଥମ ଦିନରେ ୧୦୦ କୋଟିର ଆୟ, ଆଡଭାନ୍ସ ଟିକେଟ୍ ବୁକିଂରେ ରହିଲା ଚତୁର୍ଥ ସ୍ଥାନରେ ଫିଲ୍ମ lହିନ୍ଦୀରୁ ୩୫ କୋଟି ଆୟ କରିଥିବା ବେଳେ ତେଲୁଗୁରୁ ରୋଜଗାର କରିଛି ୫୮.୫୦ କୋଟି ।

ସପ୍ତମ ମହାନଗର ମହୋତ୍ସବ ଉଦ୍ୟାପିତ, ଶେଷ ରଜନିରେ ବହୁ ବିଶିଷ୍ଠ ବ୍ୟକ୍ତି ବିଶେଷ ସମ୍ବର୍ଦ୍ଧିତ, ମନ ମୋହିଲା ଜଗନ୍ନାଥ...

ବ୍ରହ୍ମପୁର : ଖଲିକୋଟ କଲେଜ ଖେଳ ପଡ଼ିଆରେ ଚାଲିଥିବା ସପ୍ତମ ମହାନଗର ମହୋତ୍ସବ ବୁଧବାର ସଂଧ୍ୟାରେ ଉଦ୍ୟାପିତ ହୋଇଯାଇଛି । ଦୀର୍ଘ ୧୦ଦିନ ଧରି ଚାଲିଥିବା ଏହି ମହୋତ୍ସବର ଶେଷ ରଜନୀରେ ଉଦ୍ଘାଟକଭାବେ...

ଖଲିକୋଟ କଲେଜ ଖେଳ ପଡ଼ିଆରେ ଅଭିଷେକ କ୍ରିଏସନ୍ ତରଫରୁ ଓଡ଼ିଶା ସାଂସ୍କୃତିକ ମହୋତ୍ସବର ପ୍ରଥମ ଦିନରେ ଗାୟିକା ଅସୀମା...

ବ୍ରହ୍ମପୁର : ଖଲିକୋଟ କଲେଜ ଖେଳ ପଡ଼ିଆଠାରେ ଅଭିଷେକ କ୍ରିଏସନ୍ ତରଫରୁ ଓଡ଼ିଶା ସାଂସ୍କୃତିକ ମହୋତ୍ସବର ଉଦ୍ଘାଟନୀ ସମାରୋହରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗଦେଇ ମହୋତ୍ସବ ଉଦ୍ଘାଟନ କରିଥିଲେ...

ମାଲ୍ ମହୁ ଜୀବନ ମାଟି-ଭାଗ୍ୟର ନୋ ଗ୍ୟାରେଣ୍ଟି ଓଡ଼ିଆ ଚଳଚିତ୍ରର ପ୍ରିମିୟର ସୋ ବ୍ରହ୍ମପୁରରେ ଅନୁଷ୍ଠିତ ।

ରୁକ୍ମିଣୀ ସିନେମା ହଲ୍ରେ ଶୁକ୍ରବାର ମାଲ୍ ମହୁ ଜୀବନ ମାଟି-ଭାଗ୍ୟର ନୋ ଗ୍ୟାରେଣ୍ଟି ଓଡ଼ିଆ ଚଳଚିତ୍ରର ପ୍ରିମିୟର ସୋ କାର୍ଯ୍ୟକ୍ରମରେ ଅଭିନେତା ସବ୍ୟସାଚୀ ଏବଂ ଅଭିନେତ୍ରୀଏଲିନା ଓ ଅନ୍ୟାନ୍ୟ କଳାକାରମାନେ ବ୍ରହ୍ମପୁର ଗସ୍ତ...

ଅଭିଷେକ କ୍ରିଏସନ୍ ପକ୍ଷରୁ୨ଦିନିଆ ଓଡ଼ିଶା ସାଂସ୍କୃତିକ ମହୋତ୍ସବ ଉଦ୍ୟାପିତ, ମୁମ୍ବାଇର କଣ୍ଠଶିଳ୍ପୀ ସୁନୀଲ କୁମାର ଓ ସାଥୀଙ୍କ ସଂଗୀତ...

ଖଲିକୋଟ କଲେଜ ଖେଳ ପଡ଼ିଆରେ ଅଭିଷେକ କ୍ରିଏସନ୍ ପକ୍ଷରୁ ଆୟୋଜିତ ୨ଦିନିଆ ଓଡ଼ିଶା ସାଂସ୍କୃତିକ ମହୋତ୍ସବ ରବିବାର ସଂଧ୍ୟାରେ ଉଦ୍ୟାପିତ ହୋଇଯାଇଛି । ଉଦ୍ୟାପନୀ ସଂଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୂପେ...