Home Entertainment ସୁନାପୁର ବେଳାଭୂମି ମହୋତ୍ସବର ତୃତୀୟ ସଂଧ୍ୟାରେ ସମସ୍ତଙ୍କୁ ଉତ୍ସାହିତ କଲା ଖ୍ୟାତନାମା ଗାୟକ ହ୍ୟୁମାନ ସାଗରଙ୍କ...

ସୁନାପୁର ବେଳାଭୂମି ମହୋତ୍ସବର ତୃତୀୟ ସଂଧ୍ୟାରେ ସମସ୍ତଙ୍କୁ ଉତ୍ସାହିତ କଲା ଖ୍ୟାତନାମା ଗାୟକ ହ୍ୟୁମାନ ସାଗରଙ୍କ ନବୀନ୍ ନବୀନ୍ ସଂଗୀତ ।

YouTube video

ସୁନାପୁର ବେଳାଭୂମି ମହୋତ୍ସବର ତୃତୀୟ ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗଦେଇଥିବାବେଳେ ଚିକିଟି ବିଧାୟିକା ଉଷାଦେବୀ ଓ ବ୍ଲକ୍ ଅଧ୍ୟକ୍ଷା ଏମ୍.ପଦ୍ମାବତୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଠାରେ ଖ୍ୟାତନାମା ଗାୟକ ହ୍ୟୁମାନ ସାଗର ନବୀନ୍ ନବୀନ୍ ସଂଗୀତ ମାଧ୍ୟମରେ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।