
ସୁନାପୁର ବେଳାଭୂମି ମହୋତ୍ସବର ରବିବାର ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଉଦ୍ୟାପିତ ହୋଇଯାଇଛି । ଚିକିଟି ବିଧାୟିକା ତଥା ମନ୍ତ୍ରୀ ଉଷାଦେବୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ଉଦ୍ୟାପିତ ହୋଇଯାଇଛ । ଏଠାରେ ଖ୍ୟାତନାମା ଗାୟକ ଅଭିଜିତ ମଜୁମଦାର ଯୋଗଦେଇ ନିଜ ସଂଗୀତ ମାଧ୍ୟମରେ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।






