ମାଲ୍ ମହୁ ଜୀବନ ମାଟି-ଭାଗ୍ୟର ନୋ ଗ୍ୟାରେଣ୍ଟି ଓଡ଼ିଆ ଚଳଚିତ୍ରର ପ୍ରିମିୟର ସୋ ବ୍ରହ୍ମପୁରରେ ଅନୁଷ୍ଠିତ ।
ରୁକ୍ମିଣୀ ସିନେମା ହଲ୍ରେ ଶୁକ୍ରବାର ମାଲ୍ ମହୁ ଜୀବନ ମାଟି-ଭାଗ୍ୟର ନୋ ଗ୍ୟାରେଣ୍ଟି ଓଡ଼ିଆ ଚଳଚିତ୍ରର ପ୍ରିମିୟର ସୋ କାର୍ଯ୍ୟକ୍ରମରେ ଅଭିନେତା ସବ୍ୟସାଚୀ ଏବଂ ଅଭିନେତ୍ରୀଏଲିନା ଓ ଅନ୍ୟାନ୍ୟ କଳାକାରମାନେ ବ୍ରହ୍ମପୁର ଗସ୍ତ...












