ଅମଲା ସଂଘ ର ଆନ୍ଦୋଳନ ସ୍ଥଗିତ ।

ଅମଲା ସଂଘ ର ଆନ୍ଦୋଳନ ସ୍ଥଗିତ । ଫାଇଭ ଟି ସଚିବଙ୍କ ସହ ଆଲୋଚନ ସଫଳ l ନିର୍ଭର ପ୍ରତିଶୁତି ମିଳିବା ସହ ୧୭ ଦିନ ପରେ ଆନ୍ଦୋଳନ ସ୍ଥଗିତ ରଖିଲେ ଅମଲା ସଂଘ ।