ମାଛ ମାର୍କେଟ ପରିବର୍ତ୍ତେ ପୁଣି ରାସ୍ତା ଅବରୋଧ କରି ଦୋକାନ ଖୋଲିଲେଣୀ ।

କୋଟି, କୋଟି ଟଙ୍କା ବ୍ୟୟରେ ବିଏମସି ଦ୍ୱାରା ନିର୍ମିତ ହାଇଜେନିକ ମାଛ ମାର୍କେଟ ଏବେ କାମରେ ଅସୁନି।ମାଛ ବ୍ୟବସାୟୀ ମାନେ ମାଛ ମାର୍କେଟ ପରିବର୍ତ୍ତେ ପୁଣି ରାସ୍ତା ଅବରୋଧ କରି ଦୋକାନ ଖୋଲିଲେଣୀ । ଫଳରେ କାମାପଲ୍ଲୀ ମର୍ଧରାଜ ଭେଣ୍ଡିଙ୍ଗ ଯୋନ ଆଗରେ ସୃଷ୍ଟି ହେଉଛି ଟ୍ରାଫିକ ସମସ୍ୟା।ତୁରନ୍ତ ବିଏମସି କତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ରହିଛି ।