ମୁକ୍ତା ଯୋଜନାରେ ୩ୟ ପର୍ଯ୍ୟାୟ ଅନୁଦାନ ।

ମୁକ୍ତା ଯୋଜନାରେ ୩ୟ ପର୍ଯ୍ୟାୟ ଅନୁଦାନ, ୧୦ ଜିଲ୍ଲାକୁ ୨୨୫.୫୩ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ।