ଆନ୍ଧ୍ରାପ୍ରଦେଶର ମହାମହିମ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ବ୍ରହ୍ମପୁର ରେ ସମ୍ୱର୍ଦ୍ଧନା l

ଆନ୍ଧ୍ରାପ୍ରଦେଶର ମହାମହିମ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଦିନିକିଆ ଗଂଜାମ ଗ୍ରସ୍ତରେ ଆସି ସ୍ଥାନୀୟ ଟାଉନ ହଲ ବ୍ରହ୍ମପୁର ଠାରେ ଏକ ସମ୍ୱର୍ଦ୍ଧନା ଉତ୍ସବରେ ଯୋଗ ଦେଇଥିଲେ ,ଦକ୍ଷିଣ ଓଡିଶା ସାହିତ୍ୟ ସମାଜ ପକ୍ଷରୁ ଆୟୋଜିତ ଏହି ସମ୍ୱର୍ଦ୍ଧନା ସଭାରେ ଭାରତୀୟ ଜନତା ଯୁବମୋର୍ଚ୍ଚାର କର୍ମକର୍ତ୍ତା ମାନେ ସ୍ଥାନୀୟ ହେଲିପେଡ ରୁ ଟାଉନହଲ ପର୍ଯ୍ୟନ୍ତ ରାଜ୍ୟପାଳଙ୍କୁ ପାଛୋଟି ନେଇଥିଲେ ପରେ ଏକ ବିରାଟ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ,ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ n ରାଜେନ୍ଦ୍ର କୁମାର ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସିଦ୍ଧାନ୍ତ ଗଙ୍ଗଦେବ ,ଶୁଭାଶିଷ,କିରଣ କୁମାର,ବିକାଶ ପାଣିଗ୍ରାହୀ ,ପ୍ରିୟ ରଞ୍ଜନ ବେହେରା ,ଉମା ଚରଣ ପଣ୍ଡା ,ରଘୁନାଥ ରେଡି,ସିଦ୍ଧାର୍ଥ ଶଙ୍କର ପଣ୍ଡା ,ଶିବ ନାୟକ ,ଶ୍ରୀ କୁମାର ପୁରୋହିତ ,ମଧୁ ସୁଦନ ସାହୁ ,ଜଗଦୀଶ ପ୍ରଧାନ,କମଳ ପାତ୍ର ,ମନୋଜ ମହାରଣା ,ଆକାଶ ଗୌଡ଼ ,k ରବି ରାଓ ,ସୁରେଶ ରେଡି ,ଗୋପୀ ମହାରଣା ,ରବୀନ୍ଦ୍ର ସାହୁ ,କମଳ କୁମାର ପଣ୍ଡିତ ,ତୁମ୍ବେଶ୍ୱର ନାୟକ ,ଅଶ୍ୱିନୀ ପାତ୍ର ,ଦିଲୀପ ରାଉତ ,ସନ୍ତ କୁମାର ନାୟକ ,ବାଳକୃଷ୍ଣ ସେଠି ,ରୁପଜ ନାୟକ ,ଜଗନ୍ନାଥ ଡୋରା ,ଅମିତ ସେଠି ,ମାନସ ରଞ୍ଜନ ଜେନା ,p ରାଜେନ୍ଦ୍ର ଙ୍କ ସହ ବହୁ ଯୁବକ ଉପସ୍ଥିତ ଥିଲେ l