ଗଂଜାମ ଆସିକା ସବ ଜେଲରେ ବିଚାରଧିନ କଏଦୀ ର ମୃତ୍ୟୁ । ମୃତ କଏଦୀ ହେଲେ ଡାକ ସାହୁ । ବାଦଗଡ ଗାଁ ର ଏକ ହତ୍ୟା ମାମଲା ରେ ଥିଲେ ଜେଲରେ । ମୃତ୍ୟୁର କାରଣ ଅସ୍ପଷ୍ଟ । ପୋଲିସ ର ତଦନ୍ତ ଆରମ୍ଭ ।