Home Regional ଶତ୍ରୁଘନ ପାତ୍ର ବଜ୍ରପାତ ରେ ବଜ୍ରପାତ ରେ ଆହତ ଶତ୍ରୁଘନ ପାତ୍ରଙ୍କୁ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ...

ଶତ୍ରୁଘନ ପାତ୍ର ବଜ୍ରପାତ ରେ ବଜ୍ରପାତ ରେ ଆହତ ଶତ୍ରୁଘନ ପାତ୍ରଙ୍କୁ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଭେଟି ସମବେଦନା ଜଣାଇ ଆର୍ଥିକ ସହାୟତା ପ୍ରଦାନ ।

ବୁଗୁଡା ବ୍ଲକ କଞ୍ଚୁରୁ ଗ୍ରାମର ଶତ୍ରୁଘନ ପାତ୍ର ବଜ୍ରପାତ ରେ ଆହତ ହୋଇଥିବା ସହ ୭୭ ଗୋଟି ଛେଳି ବଜ୍ରପାତ ରେ ମୃତ୍ୟୁ ବରଣ କରିଛନ୍ତି। ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇ ଆର୍ଥିକ ସହାୟତା ପ୍ରଦାନ କରିବା ସହ ସରକାରୀ ସହାୟତା ଶୀଘ୍ର ଯୋଗାଇ ଦେବା ପାଇଁ ତହସିଲଦାର ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।