ଭାରସାମ୍ୟ ହରାଇ ବିଏମସି ର ଗାଡି ଦୁର୍ଘଟଣା ଗ୍ରସ୍ତ ।

ପ୍ରେମନଗର ମୁଖ୍ୟ ରାସ୍ତାରେ ଓଡିଆରପି ଦ୍ୱାରା ରାସ୍ତା ସମ୍ପ୍ରସାରଣ କାମ ଚାଲିଥିବା ବେଳେ ଗତକାଲି ମଧ୍ୟରାତିରେ ଵ୍ରହ୍ମପୁର ମହାନଗର ନିଗମର ଏକ ଗାଡି ଭାରସାମ୍ୟ ହରାଇ ନାଳରେ ଓଲଟି ପଡିଥିବା ଦେଖିବାକୁ ମିଳିଛି। ତେବେ ଏହି ଘଟଣାରେ କେହି ହତାହାତ ହୋଇନଥିବା ଜଣାପଡିଛି ।