Home Crime ଦେଶର ଗୁପ୍ତ ତଥ୍ୟ ଲିକ୍ କରିବା ଅଭିଯୋଗରେ ହିଂଜିଳିକାଟୁ ଥାନା ଆଂକୁରଡ଼ା ଗ୍ରାମର ଜବାନ୍ ଗିରଫ

ଦେଶର ଗୁପ୍ତ ତଥ୍ୟ ଲିକ୍ କରିବା ଅଭିଯୋଗରେ ହିଂଜିଳିକାଟୁ ଥାନା ଆଂକୁରଡ଼ା ଗ୍ରାମର ଜବାନ୍ ଗିରଫ

YouTube video

ଓଡ଼ିଆ ଜବାନ୍ ବିଚିତ୍ର ବେହେରା ରାଜସ୍ଥାନର ଜୟପୁର ରେଳ ଷ୍ଟେସନ୍ରୁ ଗିରଫ ହୋଇଛନ୍ତି । ଦେଶର ଗୁପ୍ତ ତଥ୍ୟ ଲିକ୍ କରିବା ସହ ପାକିସ୍ତାନ ଆଇଏସ୍ଆଇର ଜଣେ ମହିଳା ଏଜେଣ୍ଟକୁ ଦେଶର ଗୁୁପ୍ତ ତଥ୍ୟ ଦେଇଥିବା ଅଭିଯୋଗରେ ହିଂଜିଳିକାଟୁ ଥାନା ଅନ୍ତର୍ଗତ ଆଂକୁରଡ଼ା ଗ୍ରାମର ବିଚିତ୍ରକୁ ଏପରି ଗିରଫ କରାଯାଇଥିବା ଜଣାପଡ଼ିଛି । ତେବେ ଏପରି ଗିରଫ ନେଇ ତାଙ୍କ ପରିବାରଙ୍କୁ କୌଣସି ସୁଚନା ମିଳିନଥିଲେ ମଧ୍ୟ ତାଙ୍କୁ କେହି ଫସାଇ ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି । ଓଡ଼ିଆ ଜବାନଙ୍କ ଏପରି କାରନାମା ନେଇ ଆଲୋଚନାର ବିଷୟ ହୋଇଛି ।