Home Our Berhampur ଜିଲ୍ଲା ଆଇନ ସେବା ପ୍ରାଧିକରଣ। ପକ୍ଷରୁ ଆୟୋଜିତ ହେଲା ଆଇନ ସଚେତନତା କାର୍ଯ୍ୟକ୍ରମ।

ଜିଲ୍ଲା ଆଇନ ସେବା ପ୍ରାଧିକରଣ। ପକ୍ଷରୁ ଆୟୋଜିତ ହେଲା ଆଇନ ସଚେତନତା କାର୍ଯ୍ୟକ୍ରମ।

ରଙ୍ଗେଇଲୁଣ୍ଡା ବ୍ଳକ ଅନ୍ତର୍ଗତ ରଙ୍ଗିପୁର ଗ୍ରାମପାୟତରେ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ପ୍ରାଧିକରଣ ସଚିବ ବିଜୟ କୁମାର ଦାସ ଯୋଗ ଦେଇ ଲୋକ ଅଦାଲତ,ଆଇନ ସେଵା ପ୍ରାଧିକରଣ ନିୟମ, ବିକଳ୍ପ ବିବାଦ ସମାଧାନ କେନ୍ଦ୍ର ଇତ୍ୟାଦି ବିଷୟରେ ଜନସାଧାରଣଙ୍କୁ ସଚେତନ କରିଥିଲେ।ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତ୍ରିପତିବାଲାଜି ସାମନ୍ତରାୟ, ବ୍ଲକ ଉପାଦକ୍ଷ ଅଜିତ କୁମାର ଦାସ,ସରପଞ୍ଚ ରଶ୍ମିତା ପଟ୍ଟନାୟକ, ନୟାବ ସରପଞ୍ଚ କୁନି ଶତପଥୀ, ପିଇଓ ନିରଞ୍ଜନ ଖଡଙ୍ଗା ପ୍ରମୁଖ ମଞ୍ଚାସିନଥିଲେ।