କରୋନା ସମୟରେ ପ୍ରତିଷେଧକ ବ୍ୟବସ୍ଥା ସହ ଡର ଭୟ ଛାଡି ଦୃଢମନା ହୋଇ ମୂକାବିଲା କରିବାକୁ ପରାମର୍ଶ ଦେଲେ ପଦ୍ମଶ୍ରୀ ପ୍ରଫେସର ଡାକ୍ତର କେ ଏମ୍ ପାଠି ……..

YouTube video

କରୋନା ସମୟରେ ପ୍ରତିଷେଧକ ବ୍ୟବସ୍ଥା ସହ ଡର ଭୟ ଛାଡି ଦୃଢମନା ହୋଇ ମୂକାବିଲା କରିବା ଆବଶ୍ୟକ ବୋଲି ପଦ୍ମଶ୍ରୀ ପ୍ରଫେସର ଡାକ୍ତର କେ ଏମ୍ ପାଠି ପରାମର୍ଶ ଦେଇଛନ୍ତି । ପ୍ରତ୍ୟକ ଜନସାଧାରଣ ମାକ୍ସ ଠିକଭାବେ ପରିଧାନ କରିବା ସହ ୫ଟି ନିୟମ ପାଳନ କରିବା ଜରୁରି ବୋଲି ସେ କହିଛନ୍ତି । ଶରିରରେ ଇମୁନିଟି ବଜାୟ ରଖିବା ନିହାତି ଜରୁରି ବୋଲି ପ୍ରଫେସର ପାଠି ପରାମର୍ଶ ଦେଇଛନ୍ତି । ପ୍ରତ୍ୟକ ଦିନ ସେଲାଇନ ଗାରଗେଲିଙ୍ଗ ଓ ସ୍ଟିମ୍ ଇନହାଲେସନ କରିବା ସହ ପ୍ରଚୁର ପରିମାଣରେ ଉଷୁମପାଣି ଲେମ୍ଭୁ ସରବତ ପିଇବା ଆବଶ୍ୟକ ବୋଲି ସେ କହିଛନ୍ତି । କରୋନା ମୂକାବିଲା ପାଇଁ କଟକଣା ନିୟମପାଳନ କରି ପ୍ରତିଷେଧକ ବ୍ୟବସ୍ଥ୍ର ଗ୍ରହଣ କରିବା ନିହାତି ଜରୁରି ବୋଲି ପଦ୍ମଶ୍ରୀ ପ୍ରଫେସର ଡାକ୍ତର କେ ଏମ୍ ପାଠି ଯୁଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରକାଶ କରିଛନ୍ତି ।