Home Health & Life Style କରୋନା ମହାମାରି ସମୟରେ ମାନସିକ ମୂକ୍ତ ଜିବନଜାପନ କରିବା ନିହାତି ଜରୁରି ବୋଲି କହିଲେ ବ୍ରହ୍ମପୁର...

କରୋନା ମହାମାରି ସମୟରେ ମାନସିକ ମୂକ୍ତ ଜିବନଜାପନ କରିବା ନିହାତି ଜରୁରି ବୋଲି କହିଲେ ବ୍ରହ୍ମପୁର ବଡ ଡାକ୍ତରଖାନା ମାନସିକ ବିକାର ବିଶେଷଜ୍ଞ ଡାକ୍ତର ସ୍ୱାତି ମିଶ୍ର …..

YouTube video

କରୋନା ମହାମାରି ଜିବନ ଓ ଜିବିକା ଉପରେ ପ୍ରଭାବ ପକାଇଛି ଏଣୁ ବହୁ ଜନସାଧାରଣ ମାନସିକ ବିଶାରଦରେ ରହୁଛନ୍ତି । କିନ୍ତୁ ଏହି ସମୟରେ ମାନସିକ ମୂକ୍ତ ଜିବନଜାପନ କରିବା ନିହାତି ଜରୁରି ବୋଲି ବ୍ରହ୍ମପୁର ବଡ ଡାକ୍ତରଖାନା ମାନସିକ ବିକାର ବିଶେଷଜ୍ଞ ଡାକ୍ତର ସ୍ୱାତି ମିଶ୍ର ପରାମର୍ଶ ଦେଇଛନ୍ତି । ଏହି ମହାମାରି ସମୟରେ ଘରର ଲୋକମାନେ ସତର୍କ ରହିବା ସହ ମାନସିକ ସ୍ଥରରେ ଦୃଢ ହେବା ଆବଶ୍ୟକ ବୋଲି ଡାକ୍ତର ମିଶ୍ର ପ୍ରକାଶ କରିଛନ୍ତି । ଲକଡାଉନ ଓ ସଟଡାଉନ ସମୟରେ ଘରେ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହିବା ସହ ନିୟମିତ ଯୋଗ, ପ୍ରାଣାୟମ ଓ ବ୍ୟାୟାମ କରିବା ଜରୁରି ବୋଲି ସେ କହିଛନ୍ତି । ଏହି ସମୟରେ ବହୁ ଲୋକଙ୍କଠାରେ ଆର୍ଥିକ ସମସ୍ୟା ଦେଖାଯାଏ କିନ୍ତୁ ଏହାର ମୂକାବିଲା କରି ଖୁସିର ସହ ଜିବନଜାପନ କରିବା ଆବଶ୍ୟକ ବୋଲି ଡାକ୍ତର ସ୍ୱାତି ମିଶ୍ର ଯୁଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରକାଶ କରିଛନ୍ତି ।