Home Health & Life Style କରୋନା ମହାମାରି ଦ୍ୱିତିୟ ଲହରିରେ ଗର୍ଭବତି ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା ଜରୁରି...

କରୋନା ମହାମାରି ଦ୍ୱିତିୟ ଲହରିରେ ଗର୍ଭବତି ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା ଜରୁରି ବୋଲି ପରାମର୍ଶ ଦେଲେ ବରିଷ୍ଟ ସ୍ତ୍ରୀ ଓ ପ୍ରସୁତି ରୋଗ ବିଶେଷଜ୍ଞ ଡାକ୍ତର ସମ୍ବିତ ବେଗରୟ୍ …

YouTube video

କରୋନା ମହାମାରି ଦ୍ୱିତିୟ ଲହରିରେ ଗର୍ଭବତି ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା ଜରୁରି ବୋଲି ବରିଷ୍ଟ ସ୍ତ୍ରୀ ଓ ପ୍ରସୁତି ରୋଗ ବିଶେଷଜ୍ଞ ଡାକ୍ତର ସମ୍ବିତ ବେଗରୟ୍ ପରାମର୍ଶ ଦେଇଛନ୍ତି । ଗର୍ଭବତିମାନେ ସାଧାରଣତଃ ଜନସାଧାରଣଙ୍କ ସଂର୍ଶସରେ ଆସନ୍ତି ନାହିଁ କିନ୍ତୁ ଘର ଲୋକମାନେ ବାହାରକୁ ଯାଇ ଆକ୍ରାନ୍ତ ହେବାପରେ ଘରେ ଗର୍ଭବତିଙ୍କୁ ଏହା ସକ୍ରମଣ ହେବା ସମ୍ଭାବନା ରହିଥାଏ । ଏଣୁ ଘରର ଲୋକମାନେ ସତର୍କ ରହିବା ସହ ଗଭାବତିଙ୍କ ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ ବୋଲି ଡାକ୍ତର ବେଗରୟ ପ୍ରକାଶ କରିଛନ୍ତି । ଗର୍ଭବତି ସମୟରେ ମହିଳାଙ୍କଠାରେ ରୋଗ ପ୍ରତିଷେଧକ କମଥାଏ । ଏଣୁ ଗର୍ଭବତି ମାଁମାନେ ପୁଷ୍ଟିକର ଖାଦ୍ୟ ଖାଇବା ସହ ଭିଡଠାରୁ ଦୁରେଇ ରହିବା ଆବଶ୍ୟକ ବୋଲି ଯୁଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାରରେ ଡାକ୍ତର ସମ୍ବିତ ବେଗରୟ୍ ସୂଚନା ଦେଇଛନ୍ତି ।