
ସୁମନକେ ଅର୍ଥାଥ ଭଲଭାବରେ ହାତ ଧୋଇବା ଦ୍ୱାରା ନିରୋଗ ରହିବା ସହ କରୋନରୁ ମୂକ୍ତି ପାଇପାରିବା ବୋଲି ୱାର୍ଡ ହେଣ୍ଡ ହାଇଜିନ ଡେ ଅବସରରେ ବରିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ପ୍ରମୋଦ ଅଗ୍ରୱାଲ୍ ପ୍ରକାଶ କରିଛନ୍ତି । ବାହାରୁ ଘରକୁ ଫେରିଲେ, ଖାଇ ସାରିବା ପୂର୍ବରୁ ଓ ପରେ ଏବଂ ପ୍ରତ୍ୟକ କାର୍ଯ୍ୟ କରିବା ପରେ ହାତକୁ ଭଲଭାବେ ଧୋଇବା ଆବଶ୍ୟକ । ସେହିଭଳି କରୋନା ମହାମାରିରୁ ମୂକୁଳିବା ପାଇଁ ମାକ୍ସ ପରିଧାନ ସହ ସାମାଜିକ ଦୁରତା ରକ୍ଷା କରିବା ଏବଂ ହାତକୁ ବାରମ୍ବାର ଧୋଇବା ଉଚିତ ବୋଲି ଡାକ୍ତର ଅଗ୍ରୱାଲ ପ୍ରକାଶ କରିଛନ୍ତି ।






