ଟିକା କରଣ ଦ୍ୱାରା ସହଜରେ କରୋନା ସଂକ୍ରମିତ ହୁଏ ନାହିଁ ଏଣୁ ୪୫ବର୍ଷରୁ ଉଦ୍ଧ୍ୱର୍ ବୟସ୍କ ତୁରନ୍ତ ଟିକା ନେବା ଉଚିତ ବୋଲି କହିଲେ ଡାକ୍ତର ସୁନୀଲ ଅଗ୍ରୱାଲ ।

YouTube video

୪୫ବର୍ଷରୁ ଉଦ୍ଧ୍ୱର୍ ବୟସ୍କ ବ୍ୟକ୍ତିମାନେ ତୁରନ୍ତ କରୋନା ଟିକା ନେବା ଉଚିତ ବୋଲି ବରିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସୁନୀଲ ଅଗ୍ରୱାଲ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ପରାମର୍ଶ ଦେଇଛନ୍ତି । ଏପରି ଟିକା କରଣ ଦ୍ୱାରା ସହଜରେ କରୋନା ସଂକ୍ରମିତ ହୁଏ ନାହିଁ ବୋଲି ସେ କହିବା ସହ ଟିକା ନେବାର କିଛିଦିନ ପରେ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଏ ବୋଲି ସେ କହିଛନ୍ତି । ତେଣୁ ପ୍ରତ୍ୟେକ ଜନସାଧାରଣ ୨ଟି ଟିକା ନେବା ଉଚିତ ବୋଲି ଡାକ୍ତର ଅଗ୍ରୱାଲ କହିଛନ୍ତି ।