ଦ୍ବିତୀୟ ପର୍ଯ୍ୟାୟରେ ଆରମ୍ଭ ହେବ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେବ ମେଗା ହେଲ୍‌ଥ ସ୍କ୍ରିନିଂ ।

କାଲିଠୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେବ ମେଗା ହେଲ୍‌ଥ ସ୍କ୍ରିନିଂ । ଦ୍ବିତୀୟ ପର୍ଯ୍ୟାୟରେ ଆରମ୍ଭ ହେବ ମେଗା ହେଲ୍‌ଥ ସ୍କ୍ରିନିଂ । ସ୍କ୍ରିନିଂ ପାଇଁ ଗୋଟିଏ ଟିମ୍‌ରେ ରହିବେ ୪ ସଦସ୍ୟ । ଜିଲ୍ଲାର ପ୍ରତି ଘରକୁ ଯାଇଁ ସ୍କ୍ରିନିଂ କରିବେ ।