ଶ୍ରୀ ନାରାୟଣୀ ସେବା ଟ୍ରଷ୍ଟ ତରଫରୁ ହର୍ଷ ବିହାର ନିକଟସ୍ଥ ଶ୍ରୀ ଦାଦି ମନ୍ଦିରରେ ଭାଦୋ ମହୋତ୍ସବ ଉତ୍ସବ ମହାସମାରୋହରେ ପାଳିତ

YouTube video

ଶ୍ରୀ ନାରାୟଣୀ ସେବା ଟ୍ରଷ୍ଟ ତରଫରୁ ହର୍ଷ ବିହାର ନିକଟସ୍ଥ ଶ୍ରୀ ଦାଦି ମନ୍ଦିରରେ ଭାଦୋ ମହୋତ୍ସବ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା ଅତିଥିରୂପେ ଯୋଗଦେଇ ପୂଜା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଏଠାରେ ମଂଗଳପାଠ, ଭଜନ ଓ ପ୍ରସାଦ ସେବନ କାଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଟ୍ରଷ୍ଟ ସଭାପତି ବାସୁଦେବ ସରାଫ, ଉପସଭାପତି ଶିବ କୁମାର ଅଗ୍ରୱାଲ, ସମ୍ପାଦକର ରାଜ କୁମାର ମୁରାକା, ଯୁଗ୍ମ ସମ୍ପାଦକ ସତ୍ୟଦେବ ଖେମାନୀ, କୋଷାଧ୍ୟକ୍ଷ ପ୍ରମୋଦ କୁମାର ସରାଫଙ୍କ ସମେତ ଶ୍ରୀ ନାରାୟଣୀ ସେବା ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତା ଏହି ଅବସରରେ ଉପସ୍ଥିତ ଥିଲେ ।