ପିତ୍ତଳ ହାଇସ୍କୁଲ ସଂଗରୋଧ କେନ୍ଦ୍ରରେ ପ୍ରବାସୀ ଓଡ଼ିଆଙ୍କୁ ସଂଧ୍ୟାରେ ସତ୍ସଂଗ ମାଧ୍ୟମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛନ୍ତି ଅ୍ରବଚକ ।

YouTube video

ଶେରଗଡ଼ ବ୍ଲକ୍ ଅନ୍ତର୍ଗତ ପିତ୍ତଳ ହାଇସ୍କୁଲଠାରେ ସଂଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ସଂଧ୍ୟାରେ ସତ୍ସଂଗ ମାଧ୍ୟମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯାଉଛି । ଏଥିରେ ପଣ୍ଡିତ ପ୍ରଶାନ୍ତ କୁମାର ରଥ ଯୋଗଦେଇ ରାମ ଚରିତ ମାନସ, ଗୀତା ଓ ଭାଗବତ ଉପରେ ପ୍ରବଚନ ଦେବା ସହ ସଂଗୀତ ଓ ଗଳ୍ପ ମାଧ୍ୟମରେ ଶିବିରରେ ରହୁଥିବା ବ୍ୟକ୍ତିମାନଙ୍କୁ ଉତ୍ସାହିତ କରୁଛନ୍ତି । ଏପରି ସତ୍ସଂଗ ଦ୍ୱାରା ପ୍ରବାସୀ ଓଡ଼ିଆମାନେ ସଂଗରୋଧ କେନ୍ଦ୍ରରେ ଖୁସି ଅନୁଭବ କରୁଛନ୍ତି ।