Home Our Berhampur ବ୍ରହ୍ମପୁର ଉପଖଣ୍ଡ ରୋଲାଣ୍ଡ ସଂଗରୋଧ କେନ୍ଦ୍ରରେ ଏକମାସରୁ ଅଧିକ ସମୟ ଧରି ରହୁଥିବା ବହୁ ଶ୍ରମିକ...

ବ୍ରହ୍ମପୁର ଉପଖଣ୍ଡ ରୋଲାଣ୍ଡ ସଂଗରୋଧ କେନ୍ଦ୍ରରେ ଏକମାସରୁ ଅଧିକ ସମୟ ଧରି ରହୁଥିବା ବହୁ ଶ୍ରମିକ ଚାଲି ଚାଲି ଯିବା ସମୟରେ ବସ ବ୍ୟବସ୍ଥା କଲା ପ୍ରଶାସନ ।

YouTube video

ବ୍ରହ୍ମପୁର ଉପଖଣ୍ଡ ରୋଲାଣ୍ଡ ସଂଗରୋଧ କେନ୍ଦ୍ରରେ ଏକମାସରୁ ଅଧିକ ସମୟ ଧରି ରହୁଥିବା ବହୁ ଶ୍ରମିକ ସୋମବାର ଚାଲି ଚାଲି ଓ ସାଇକେଲ ଯୋଗେ ରାଜପଥ ଦେଇ ଯାଉଥିବା ଲକ୍ଷ୍ୟ କରାଯାଇଛି । ଏହି ଶ୍ରମିକମାନେ ଉତ୍ତର ପ୍ରଦେଶ ଓ ଝାଡ଼ଖଣ୍ଡର ହୋଇଥିବା କହିଛନ୍ତି । ଏଠାରେ ଦୀର୍ଘଦିନ ଧରି ଶ୍ରମିକମାନେ ରହିବା ପରେ ସେମାନେ ନିଜ ପରିବାରକୁ ମିଶିବା ପାଇଁ ଏପରି କେନ୍ଦ୍ର ଛାଡ଼ି ଚାଲିଯାଉଥିବା କହିଛନ୍ତି । ଏ ସମ୍ପର୍କରେ ଖବର ପାଇଁ ପ୍ରଶସନ ପକ୍ଷରୁ ସେମାନଙ୍କୁ ବସ୍ଯୋଗେ ଛାଡ଼ିବାକୁ ବ୍ୟବସ୍ଥା କରାଯାଉଥିବା ଜଣାଯାଇଛି ।