ଭାରତରେ କରୋନା ମହାମାରି ବିପତ୍ତିକୁ ଦୃଷ୍ଟିରେ ରଖି ୨ ସପ୍ତାଦପାଇଁ ମେ ୧୭ ତାରିଖ ପର୍ଯ୍ୟନ୍ତ ୩ୟ ପର୍ଯ୍ୟୟ ଲକଡାଉନ ବୃଦ୍ଧି, ଜାରି ରହିବ ପୂର୍ବଭଳି କଟକଣା ।

YouTube video

ଭାରତରେ କରୋନା ମହାମାରି ବିପତ୍ତିକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିଞପ୍ତି ଅନୂଯାୟୀ ମେ ୧୭ ତାରିଖ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରାଯାଇଛି । ପୂର୍ବରୁ ମେ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରାଯାଇଥିବାବେଳେ ପୁଣିଥରେ ୨ ସପ୍ତାଦପାଇଁ ଦେଶରେ ଲକଡାଉନ ବୃଦ୍ଧି କରାଯାଇଛି । ଏପରି ବୃଦ୍ଧି ଯୋଗୁଁ ପୂର୍ବଭଳି କଟକଣା ଜାରି ରହିବ ବୋଲି କୁହାଯାଇଛି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ୩ୟ ପର୍ଯ୍ୟୟପାଇଁ ଲୋକଙ୍କ ଧନଜିବନର ସୁରକ୍ଷା ଦୃଷ୍ଟିରୁଏପରି ଲକଡାଉନ ବୃଦ୍ଧି କରାଯାଇଥିବା କୁହାଯାଇଛି ।