ବଲିଉଡ ଅଭିନେତା ଋଷି କାପୁର ଓ ଇର୍ଫାନ୍ ଖାନ୍ଙ୍କ ବିୟୋଗରେ ସ୍ୟାଣ୍ଡ୍ ଆନିମେସନ ପ୍ରଦର୍ଶନ କରି ଶୋକ ପ୍ରକାଶ କଲେ ବାଲୁକା ଶିଳ୍ପୀ ସତ୍ୟ ମହାରଣା ।

YouTube video

ବଲିଉଡ ଅଭିନେତା ଋଷି କାପୁର ଏବଂ ଇର୍ଫାନ୍ ଖାନ୍ଙ୍କ ବିୟୋଗରେ ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ମହାରଣା ଗଭୀର ଶୋକ ପ୍ରକାଶ କରିଛନ୍ତି । ଉଭୟଙ୍କ ମୃତ୍ୟୁରେ ଚଳଚିତ୍ର ଜଗତରେ ଅପୁରଣୀୟ କ୍ଷତି ଘଟିଲା ବୋଲି ସେ କହିବା ସହ ସେମାନଙ୍କ ସ୍ମୃତିରେ ସ୍ୟାଣ୍ଡ୍ ଆନିମେସନ ପ୍ରଦର୍ଶନ କରିଛନ୍ତି । ସେ ନିଜ ହସ୍ତରେ ଋଷି କାପୁର ଓ ଇର୍ଫାନ୍ ଖାନ୍ଙ୍କ ଚିତ୍ରକୁ ଆଂକି ଶ୍ରଦ୍ଧାଂଜଳୀ ଅର୍ପଣ କରିଛନ୍ତି ।