କରୋନା କଟକଣା ଲାଗି ରହିଥିବାବେଳେ ଜଗବନ୍ଧୁ ସାହିରେ ପାନୀୟ ଜଳ ସମସ୍ୟା, ଅଂଚଳକୁ ୪ଦିନ ଧରି ପାଣି ଆସୁନଥିବା ଅଭିଯୋଗ ।

YouTube video

କରୋନା କଟକଣା ଲାଗି ରହିଥିବାବେଳେ ଜଗବନ୍ଧୁ ସାହିଠାରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି । ଏହି ଅଂଚଳକୁ ୪ଦିନ ଧରି ପାଣି ଆସୁନଥିବା ଅଭିଯୋଗ ହୋଇଛି । ପିଇବା ପାଣି ନ ଆସିବା ଫଳରେ ସାହି ବାସିନ୍ଦା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ତୁରନ୍ତ ଏ ଦିଗରେ ଲୋକ ପ୍ରତିନିଧି ଓ ଜନସ୍ୱାସ୍ଥ୍ୟ ବିଭାଗ କର୍ତ୍ତୁପକ୍ଷ ଦୃଷ୍ଟିଦେବାପାଇଁ ଅଂଚଳବାସୀଙ୍କ ପକ୍ଷରୁ ନିବେଦନ କରାଯାଇଛି ।