ବ୍ରହ୍ମପୁର ବଡ଼ ଡାକ୍ତରଖାନା ଅସ୍ଥିଶଲ୍ୟ ବିଭାଗ ରୋଗୀ ପ୍ରକୋଷ୍ଠରେ ଥିବା ଫ୍ୟାନ୍ରେ ଅଗ୍ନିକାଣ୍ଡ, ଅଗ୍ନି ନିର୍ବାପକ ଯନ୍ତ୍ର ଦ୍ୱାରା ଆୟ ।

YouTube video

ବ୍ରହ୍ମପୁର ବଡ଼ ଡାକ୍ତରଖାନାର ଅସ୍ଥିଶଲ୍ୟ ବିଭାଗରେ ସୋମବାର ରାତ୍ର ସମୟରେ ରୋଗୀମାନେ ରହୁଥିବା ଏକ ପ୍ରକୋÂରେ ଥିବା ଫ୍ୟାନ୍ରେ ଅଗ୍ନିକାଣ୍ଡ ଘଟିଥିଲା । କୌଣସି କାରଣ ବଶତଃ ସିଲିଂ ଫ୍ୟାନ୍ରେ ନିଆଁ ଲାଗି ଜଳିଥିଲା । ଏହାକୁ ନେଇ କିଛି ରୋଗୀ ଛାନିଆ ହୋଇଯାଇଥିଲେ । ପରେ ତୁରନ୍ତ ଏହି ନିଆଁକୁ ଅଗ୍ନି ନିର୍ବାପକ ଯନ୍ତ୍ର ଦ୍ୱାରା ଆୟତ୍ତ କରାଯାଇଥିଲା । ଏଥିନେଇ ବଡ଼ ଡାକ୍ତରଖାନା ପକ୍ଷରୁ ତଦନ୍ତ ଜାରି ରହିଛି ।